Only for Entertainment

ଲୁଚି ଲୁଚି ସାରାଙ୍କ ଘରେ ପହଂଚିଲେ କାର୍ତ୍ତିକ । ଫଟୋ ଭାଇରାଲ ।

bollywood tadka
75

ବଲିଉଡ ଆକ୍ଟର କାର୍ତ୍ତିକ ଆର‌୍ୟନ ଏବେ ତାଙ୍କର ଅପକମିଂ ଫିଲ୍ମ ଲଭ ଆଜ କଲ ଟୁ’କୁ ନେଇ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ତାଙ୍କ ଅପୋଜିଟରେ ନଜର ଆସିବେ ସାରା ଅଲି ଖାନ । ଏହି ମଧ୍ୟରେ କାର୍ତ୍ତିକଙ୍କୁ ସାରାଙ୍କ ଘର ବାହାରେ ସ୍ପଟ କରାଯାଇଛି ।

ଏହି ମଧ୍ୟରେ କାର୍ତ୍ତିକ କ୍ୟାମେରାକୁ ଦେଖି ମୁହଁ ଲୁଚାଉ ଥିବାର ନଜର ଆସିଛନ୍ତି । ଫଟୋରେ କାର୍ତ୍ତିକ କଳା ରଙ୍ଗର ଟ୍ରାକସୁଟ ପିନ୍ଧିଥିବାର ନଜର ଆସିଛନ୍ତି ।

ମିଡିଆକୁ ଦେଖି କାର୍ତ୍ତିକ କୌଣସି ଜିନିଷରେ ମୁହଁ ଲୁଚାଇ ଦେଲେ । ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଫଟୋକୁ ଫ୍ୟାନ୍ସ ଖୁବ ପସନ୍ଦ ମଧ୍ୟ କରୁଛନ୍ତି ।

କହିରଖୁଛୁଯେ ସାରା କରଣ ଜୋହରଙ୍କ ଶୋ’ରେ କହିଥିଲେଯେ ସେ କାର୍ତ୍ତିକଙ୍କୁ ଡେଟ କରିବାକୁ ଚାହୁଁଛନ୍ତି ଏବଂ କାର୍ତ୍ତିକ ତାଙ୍କର କ୍ରଶ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More