Only for Entertainment

ପୁଲରେ ମସ୍ତି କରୁଥିବାର ନଜର ଆସିଲେ କସୌଟିର ଫିମେଲ ଷ୍ଟାର ।

bollywood tadka
25

ଟିଭି ସିରିଅଲ କସୌଟି ଜିନ୍ଦେଗୀ କେ ଟୁ’ର ଫିମେଲ ଷ୍ଟାରକାଷ୍ଟ ଏରିକା ଫର୍ଣ୍ଣାଡିଜ, ହିନା ଖାନ ଏବଂ ପୂଜା ବାନାର୍ଜୀ ଅଧିକାଂଶ ସମୟରେ ଏକା ସାଙ୍ଗରେ ମସ୍ତି କରୁଥିବାର ଦେଖିବାକୁ ମିଳୁଛି । ନିକଟରେ ପୁଣିଥରେ ଏହି ତିନି ଜଣଙ୍କର କିଛି ଫଟୋ ସୋସିଆଲ ସାଇଟରେ ଭାଇରାଲ ହେଉଛି । ଏହି ଫଟୋରେ ତିନି ଜଣ ପୁଲ ନିକଟରେ ମସ୍ତି କରୁଥିବା ନଜର ଆସିଛି । ଫଟୋରେ ଏରିକା କଳା ରଙ୍ଗର ମୋନାକନୀ ଏବଂ ହିନା ଖାନ ବିକିନି ପିନ୍ଧି ହଟ ଅବତାରରେ ନଜର ଆସିଛନ୍ତି ।

ଏହି ଫଟୋ ହିନା ଖାନ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି । ତେବେ ଫ୍ୟାନ୍ସ ଏହି ଫଟୋକୁ ଖୁବ ପସନ୍ଦ କରୁଛନ୍ତି ।

କହିରଖୁଛୁଯେ କିଛି ଦିନ ପୂର୍ବରୁ ଖବର ଆସିଥିଲାଯେ ହିନା ଏବଂ ଏରିକାଙ୍କ ମଧ୍ୟରେ ସଂପର୍କ କିଛି ଖାସ ନୁହେଁ । ସୁଟିଂ ସେଟରେ ମଧ୍ୟ ଦୁଇଜଣଙ୍କ ମଧ୍ୟରେ କୋଲ୍ଡ ବାର ଚାଲୁଛି । କିନ୍ତୁ ଏହି ଫଟୋ ପୂର୍ବ ଘଟଣାକୁ ଉଡ଼ା ଖବର ବୋଲି ପ୍ରମାଣିତ କରି ଦେଇଛି । ରିପୋର୍ଟ ଅନୁସାରେ ହିନା ଖାନ ଖୁବଶୀଘ୍ର ଶୋ’ରୁ ବାହାରିଯିବେ । ତେବେ ଏହାର କାରଣ ହେଉଛି ନିଜ ଫିଲ୍ମ ପ୍ରୋଜେକ୍ଟରେ ବ୍ୟସ୍ତ ଥିବା କାରଣରୁ ହିନା ଶୋ ଛାଡ଼ିଦେବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More