Only for Entertainment

ସମସ୍ତଙ୍କ ସାମ୍ନାରେ ଧୋକା ଦେଇଦେଲା ଏରିକା ଫର୍ଣ୍ଣାଡିଜଙ୍କ ଡ୍ରେସ, ସାହାଯ୍ୟ କଲେ ଶାଶୁ ନଣନ୍ଦ ।

aajtak
25

ଡ୍ରେସ ପାଇଁ ଅଧିକାଂଶ ସମୟରେ ସେଲିବ୍ରେଟୀ ମାନଙ୍କୁ ଅପମାନିତ ହେବାକୁ ପଡ଼ିଥାଏ । ଯେଉଁଥିପାଇଁ ସେମାନଙ୍କୁ ଉପ୍ସ ମୋମେଂଟର ଶୀକାର ହେବାକୁ ପଡ଼ିଥାଏ । ଏହିଭଳି ପାର୍ଟି ମଧ୍ୟରେ ଏରିକା ଫର୍ଣ୍ଣାଡିଜଙ୍କୁ ମଧ୍ୟ ତାଙ୍କ ଡ୍ରେସ ଧୋକା ଦେଇଛି । ତାଙ୍କର ଏହି ସମୟର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହି ଭଳି ଘଟଣା ଘଟିଛି ‘କସୌଟି ଜିନ୍ଦେଗୀ କେ’ର ଅଭିନେତ୍ରୀ ଏରିକା ଫର୍ଣ୍ଣାଡିଜଙ୍କ ସହିତ, କିନ୍ତୁ କିଛି ଘଟିବା ପୂର୍ବରୁ ସେ ନିଜକୁ ସମ୍ଭାଳି ନେଲେ । ବାସ୍ତବରେ ଏରିକା ଏକ ପାର୍ଟି ଆଟେଣ୍ଡ କରିବାକୁ ଯାଇଥିଲେ । ଏହି ସମୟରେ ସେ ରେଡ କାର୍ପେଟରେ ର‌୍ୟାମ୍ପ ୱକ କଲେ । ସେହି ସମୟରେ ତାଙ୍କ ଶାଢୀର ପଣତ ଖସିଗଲା ଏବଂ ହଠାତ ସେ ନିଜକୁ ସମ୍ଭାଳି ନେଲେ । ଏରିକାଙ୍କ ଅନସ୍କ୍ରିନ ଶାଶୁ ସୁଭାବି ଚୌକସେ ଏବଂ ନଣନ୍ଦ ପୂଜା ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ । ସେ ତତକ୍ଷଣାତ ଏରିକାଙ୍କ ସାମ୍ନାରେ ଛିଡ଼ା ହୋଇଗଲେ ଏବଂ ପଣତ ଠିକ କରିଦେଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More