Only for Entertainment

କସୌଟି ଜିନ୍ଦେଗୀ କି ୨’ରେ ନୂଆ ଟ୍ୱିଷ୍ଟ, ପ୍ରେରଣା କରାଇଲେ କମୋଲିକା-ଅନୁରାଗଙ୍କୁ ଆରେଷ୍ଟ !

28

ଛୋଟ ପରଦାର ପପୁଲାର ଶୋ’ କସୌଟି ଜିନ୍ଦେଗୀ କି ୨ରେ କିଛିଦିନ ହେବ ଜବରଦସ୍ତ ଡ୍ରାମା ଚାଲିଛି । ଶୋ’ରେ ଗୋଟେ ପଟେ ଅନୁରାଗ ଦ୍ୱିତୀୟ ବିବାହ ପରେ କମୋଲିକା ସହ ହନିମୁନ ଯାଇଛନ୍ତି । କିନ୍ତୁ ଏହି ହନିମୁନ ସୁନ୍ଦର ସ୍ଥାନ ପରିବର୍ତ୍ତେ ଜେଲରେ ହେବ । ଅସଲରେ ପ୍ରେରଣା କମୋଲିକାର ହନିମୁନ ପ୍ଲାନକୁ ଖରାପ କରିବା ପାଇଁ ଜବରଦସ୍ତ ପ୍ଲାନ ବନାଇଛନ୍ତି ।

 

View this post on Instagram

 

Precap.. Prerna ? . . #kasautiizindagiikay2 #kasautiizindagiikay

A post shared by Kasautii Zindagii Kay.. (@anupre.fp) on

ଶୋ’ରେ କିଛି ଦିନ ହେବ ଅନୁରାଗଙ୍କ ପ୍ରଥମ ପତ୍ନୀ ହକରେ ପ୍ରେରଣା ରହିବାକୁ ଆସିଛନ୍ତି । ସେହିଭଳି ଅନ୍ୟପଟେ କମୋଲିକା ଅନୁରାଗଙ୍କୁ ନିଜର କରିବା ପାଇଁ ସବୁ ପ୍ରକାର ପ୍ରୟାସରେ ଲାଗିପଡିଛନ୍ତି ।
କମୋଲିକାଙ୍କ ଏହିଭଳି ହାଲତ ଦେଖି ଯେଉଁଠି ପ୍ରେରଣା ଖୁସି ହୋଇଛନ୍ତି , ସେହିଭଳି ଅନୁରାଗ ମଧ୍ୟ ଖୁବ ଖୁସି ହୋଇଛନ୍ତି । କସୌଟି ଜିନ୍ଦେଗୀ କି ୨ରେ ଆସିଥିବା ଏହି ନୂଆ ଟ୍ୱିଷ୍ଟ ପରେ ଶୋ’ରେ ବଡ ମଜାଦାର ହେବ ଅନୁମାନ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More