Only for Entertainment

କସୌଟି ଜିନ୍ଦେଗୀ କି’ର ଅଭିନେତ୍ରୀ ଏରିକା ଫର୍ଣ୍ଣାଡିଜଙ୍କ ଏହି ସୁନ୍ଦର ମର୍ନିଂ ସେଲ୍ଫି ସୋସିଆଲ ମିଡିଆରେ ହେଲା ଭାଇରାଲ !

27

କସୌଟି ଜିନ୍ଦେଗୀ କି’ର ଅଭିନେତ୍ରୀ ଏରିକା ଫର୍ଣ୍ଣାଡିଜ ସୋସିଆଲ ମିଡିଆରେ ନିଜ ଫଟୋ ଅପଡେଟ କରି ଏବେ ସୋସିଆଲ ମିହିଆରେ ସେନସେଶନର କାରଣ ପାଲଟିଛନ୍ତି । ତାଙ୍କ ଲାଟେଷ୍ଟ ଫଟୋ ଏବଂ ଭିଡିଓ ଏରିକା ସବୁବେଳେ ପୋଷ୍ଟ କରୁଥାଆନ୍ତି ।

ଏଥର ମଧ୍ୟ ସେ ତାଙ୍କ ଇନଷ୍ଟାଗ୍ରାମ ଅକାଉଂଟରେ ଫଟୋ ଶେୟାର କରିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତାଙ୍କର ଏହି ମର୍ନିଂ ସେଲ୍ଫି ଦେଖି ଆପଣ ମଧ୍ୟ ଫ୍ରେଶ ହୋଇଯିବେ ।

 

View this post on Instagram

 

Good morning! Sometimes its good to be a goofball . ? #ejf

A post shared by ERICA JENNIFER FERNANDES (@iam_ejf) on


ଫଟୋରେ ଏରିକା ଖୁବ ସୁନ୍ଦର ଦିଶୁଛନ୍ତି । ଫ୍ୟାନ୍ସ ଏହି ଫଟୋରେ ଅନେକ ଲାଇକ୍ସ ଏବଂ କମେଂଟ କରିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ , ନିଜ ବ୍ୟୁଟି ଭିଡିଓ ପାଇଁ ପ୍ରସିଦ୍ଧ ଏରିକା ସବୁବେଳେ ନିଜ ସ୍ଟନିଂ ଫ୍ୟାଶନ ସେନ୍ସ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More