Only for Entertainment

ପୁଣିଥରେ ପୁରୁଣା ବୟଫ୍ରେଣ୍ଡ କ୍ରିସଙ୍କ ସହ ସ୍ପଟ ହେଲେ କେଟି, ଦେଖନ୍ତୁ ରୋମାଂଟିକ ଫଟୋ !

32

ବ୍ରିଟିଶ ମଡେଲ କେଟି ପ୍ରାଇସ ନିଜ ବୋଲ୍ଡ ଅନ୍ଦାଜକୁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ସେ ଅନେକ ସମୟରେ ଫ୍ୟାନ୍ସଙ୍କ ସହ ନିଜ ଫଟୋ ଶେୟାର କରନ୍ତି ।

ନିକଟରେ ତାଙ୍କର କିଛି ଫଟୋ ସାମ୍ନାକୁ ଆସିଛି । ସେ ଏହି ଫଟୋରେ ନିଜ ୨୯ବର୍ଷୀୟ ବୟଫ୍ରେଣ୍ଡ କ୍ରିସ ବାୟସନଙ୍କ ସହ ନଜର ଆସିଛନ୍ତି ।

ଦୁହେଁ ଡିନର ଡେଟ କରିବା ପାଇଁ ପହଂଚିଥିଲେ । ସେ ବ୍ଲାକ ପ୍ୟାଂଟ ଏବଂ ଗ୍ରୀନ ଟପରେ ନଜର ଆସିଥିଲେ ।
ଏଠାରେ ଆମେ କହି ରଖୁଛୁ ଯେ କେଟି ୨୯ବର୍ଷୀୟ ବୟଫ୍ରେଣ୍ଡ କ୍ରିସ ବାୟସନଙ୍କ ଠାରୁ ବ୍ରେକଅପ କରି ଏଲିକ୍ସ ଏଡର୍ସନଙ୍କ ସହ ସମ୍ପର୍କ ବନାଇଥିଲେ ।

ମାତ୍ର ସେ ପୁଣିଥିରେ କ୍ରିସଙ୍କ ପ୍ରେମ ଭରା ଅନ୍ଦାଜରେ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More