Only for Entertainment

ନିଜକୁ ଫିଟ ରଖିବା ପାଇଁ ଏଭଳି ଡାଇଟ ପ୍ଲାନ କରିଛନ୍ତି କ୍ୟାଟ୍ରିନା ।

youtube
0 38

ଯଦି ଆପଣ ମଧ୍ୟ କ୍ୟାଟ୍ରିନାଙ୍କ ଭଳି ନିଜକୁ ଫିଟ ରଖିବାକୁ ଚାହାଁନ୍ତି ତେବେ ତାଙ୍କ ଭଳି ଡାଇଟ ପ୍ଲାନ କରିବାକୁ ପଡ଼ିବ । କ୍ୟାଟ ଆଜି ତାଙ୍କର ୩୫ ତମ ଜନ୍ମଦିନ ପାଳନ କରୁଛନ୍ତି । ଅବଶ୍ୟ କ୍ୟାଟ ଖୁବ ପରିଶ୍ରମ କରନ୍ତି ଏବଂ ଅଧିକାଂଶ ସମୟ ସେ ଜିମରେ ବିତାଇଥାନ୍ତି । ତାଙ୍କ କହିବା ଅନୁସାରେ ନିଜ ଫିଟନେସ ସହିତ ସେ ଖାଦ୍ୟପେୟର ମଧ୍ୟ ଯତ୍ନ ନେଇଥାନ୍ତି । କାରଣ ସେ କୁହନ୍ତିଯେ ସମସ୍ତଙ୍କୁ ନିଜ ଶରୀରର ଯତ୍ନ ନେବା ଉଚିତ ।

କ୍ୟାଟ ଖୁବ ପାଣି ପିଅନ୍ତି । ସକାଳେ ୪ ଗ୍ଲାସ ପାଣି ପିଇଥାନ୍ତି ।
କ୍ୟାଟ ମାେଇକ୍ରୋବାୟୋଟିକ ଖାଦ୍ୟ ଖାଇଥାନ୍ତି । ଯେଉଁଥିରେ ସେ ଫ୍ରେଶ ସିଝା ହୋଇଥିବା ପରିବା ସହିତ ପ୍ରତି ୨ ଘଂଟାରେ ଫଳ ଖାଆନ୍ତି । ସେ ଫାଇବର ଯୁକ୍ତ ଖାଦ୍ୟ ଖାଆନ୍ତି । ଜଳଖିଆରେ ଓଟସ ଖାଆନ୍ତି ।
ଦ୍ୱିପ୍ରହରରେ ଗ୍ରୀଲଡି ମାଛ ସହିତ ବ୍ରାଉନ ବ୍ରେଡ ଏବଂ ମଖନ ଖାଆନ୍ତି ।
ସଂଧ୍ୟାର ଜଳଖିଆରେ ସେ ବ୍ରାଉନ ବ୍ରେଡ ସହିତ ପିନଟ ବଟର ଖାଇଥାନ୍ତି ।
ଡିନରରେ ଭେଜ ସୁପ,ମାଛ,ରୁଟି ଏବଂ ଗ୍ରୀଲଡି ପରିବା ଖାଇଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More