Only for Entertainment

ଭାଇରାଲ ହେଉଛି କ୍ୟାଟ୍ରିନା କୈଫଙ୍କ ଏହି ଭିଡ଼ିଓ ।

ndtv
27

କ୍ୟାଟ୍ରିନା କୈଫଙ୍କ ଫଲୋର୍ସଙ୍କ ସଂଖ୍ୟା ୨କୋଟିରେ ପହଂଚିଯାଇଛି । ୨ କୋଟି ଫଲୋର୍ସ ଅତିକ୍ରମ କରିବାରୁ କ୍ୟାଟ୍ରିନା ଏଥିପାଇଁ ସେଲିବ୍ରେଟ କରୁଛନ୍ତି । ସମୂଦ୍ର କୂଳରେ ଖୁସି ହୋଇ ଉପଭୋଗ କରୁଥିବାର ଏକ ଭିଡ଼ିଓ ସେ ତାଙ୍କ ଫ୍ୟାନ୍ସଙ୍କ ସହିତ ଶେୟାର କରିଛନ୍ତି । ଏହା ସହିତ ସୋସିଆଲ ମିଡିଆରେ କେତେକ ଫଟୋ ମଧ୍ୟ ଶେୟାର କରିଛନ୍ତି ଏବଂ ସେହି ଫଟୋ ମଧ୍ୟ ଖୁବ ଭାଇରାଲ ହେଉଛି । ଏହା ସହିତ ଏକ ସୁନ୍ଦର କ୍ୟାପ୍ସନ ମଧ୍ୟ ଦେଇଛନ୍ତି କ୍ୟାଟ୍ରିନା, ଯେଉଁଥିରେ ଲେଖାଅଛି ୨ କୋଟି ଇଂଷ୍ଟାଗ୍ରାମ ପରିବାର, ଆପଣ ସମସ୍ତଙ୍କ ପ୍ରେମ ପାଇଁ କୃତଜ୍ଞ ।

 

View this post on Instagram

 

20 million insta family ????… thank u for all the love ?

A post shared by Katrina Kaif (@katrinakaif) on

 

View this post on Instagram

 

?

A post shared by Katrina Kaif (@katrinakaif) on

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଆଗାମୀ ଦିନରେ ଫିଲ୍ମ ଭାରତରେ ନଜର ଆସିବେ । ଯେଉଁଥିରେ ତାଙ୍କ ଅପୋଜିଟରେ ନଜର ଆସିବେ ସଲମାନ ଖାନ । ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଅଲି ଅବାସ ଜଫର । ଏଥିରେ କମେଡିଆନ ସୁନିଲ ଗ୍ରୋଭର ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More