Only for Entertainment

ମେକଅପ ଆର୍ଟିଷ୍ଟଙ୍କ ୱେଡିଙ୍ଗରେ ଧୁମ ନାଚିଲେ କ୍ୟାଟ୍ରିନା କୈଫ, ଭିଡ଼ିଓ ଭାଇରାଲ

aajtak
34

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ସବୁବେଳେ ନିଜ ଷ୍ଟାଇଲିସ ଷ୍ଟେଟମେଂଟ ପାଇଁ ଫ୍ୟାନ୍ସଙ୍କୁ ଇମ୍ପ୍ରେଶ କରି ଦିଅନ୍ତି । କ୍ୟାଟ୍ରିନାଙ୍କର ତାଙ୍କ ମେକଅପ ଆର୍ଟିଷ୍ଟ, ହେୟାର ଡ୍ରେସର ଓ କ୍ରୁ ମେମ୍ବରଙ୍କ ସହିତ ଖୁବ ଭଲ ସମ୍ପର୍କ । ନିକଟରେ କ୍ୟାଟ୍ ତାଙ୍କ ମେକଅପ ଆର୍ଟିଷ୍ଟଙ୍କ ୱେଡିଙ୍ଗ ପାଇଁ ଗୋଆରେ ପହଂଚିଥିଲେ ଏବଂ ସେଠାରେ ଖୁବ ମସ୍ତୀ କଲେ ।

 

ମେକଅପ ଆର୍ଟିଷ୍ଟଙ୍କ ୱେଡିଙ୍ଗ ସମୟର କିଛି ଫଟୋ ସାମ୍ନାକୁ ଆସିଥିବା ବେଳେ ଏବେ ସିଜଲିଙ୍ଗ ଏବଂ ଧମାକାଦାର ଡ୍ୟାନ୍ସ ଭିଡ଼ିଓ ଭାଇରାଲ ହେଉଛି । ଭିଡ଼ିଓରେ କ୍ୟାଟ୍ରିନା ତାଙ୍କ ମେକଅପ ଆର୍ଟିଷ୍ଟଙ୍କ ସହିତ ନିଜ ଲୋକପ୍ରିୟ ହିଟ ଗୀତ ଅଫଗାନ ଜଲେବିରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି । ସବୁଥର ଭଳି ଏହିଥର ମଧ୍ୟ କ୍ୟାଟ୍ରିନାଙ୍କ ଡ୍ୟାନ୍ସକୁ ଖୁବ ପସନ୍ଦ କରୁଛନ୍ତି ପ୍ରଶଂସକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More