Only for Entertainment

କ୍ୟାଟରୀନା କୈଫ କିଣିଲେ ୬୫ଲକ୍ଷର ନୂଆ କାର, କିଛି ଖାସ ରହିଛି ରେଜିଷ୍ଟ୍ରେସନ ନମ୍ବର !

34

ଅଭିନେତ୍ରୀ କ୍ୟାଟରୀନା କୈଫଙ୍କ ପାଖରେ ଏମିତି ବି ଅନେକ ଗାଡି ଅଛି , କିନ୍ତୁ ନିକଟରେ ସେ ଏକ ନୂଆ ରେଂଜ ରୋଭର କିଣିଛନ୍ତି । ଏକ ରିପୋର୍ଟ ମୁତାବକ, ଏହି କାରର ଦାମ ୫୦ରୁ ୬୦ଲକ୍ଷ ଅଟେ । ସେହିଭଳି କ୍ୟାଟରୀନା ଏହି କାରର ରେଜିଷ୍ଟ୍ରେସନ ମଧ୍ୟ ନିଜ ଲଗ୍ଜରୀ ଅଡି କାର ନମ୍ବର ‘୮୮୨୨’ର ରିପିଟ କରିଛନ୍ତି ।

 

ଖବର ମୁତାବକ, କ୍ୟାଟରୀନା ରେଂଜ ରୋଭରର ଟପ ମଡେଲ କିଣିଛନ୍ତି । ସେ ଏବେ ଦୁବାଇରେ ଫେରିଛନ୍ତି । ତାଙ୍କୁ ସଲମାନ ଏବଂ ଜ୍ୟାକଲିନଙ୍କ ସହ ଦବଙ୍ଗ୨ରେ ପରଫର୍ମ କରିବାର ଥିଲା, ଯାହା କ୍ୟାନସଲ ହୋଇଯାଇଥିଲା । ଏହାପରେ ରବିବାର କ୍ୟାଟ ଏକ ଆୱାର୍ଡ ନାଇଟ ଶୋ’ରେ ସ୍ପଟ ହୋଇଥିଲେ, ଯେଉଁଠାରେ ସେ ନାଲି ଡ୍ରେସରେ ଖୁବ ଗ୍ଲାମରସ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More