Only for Entertainment

କ୍ୟାଟରୀନା, ନୋରା ଏବଂ ମୌନୀ ରୟ ଜବରଦସ୍ତ ପରଫର୍ମାନ୍ସ ମଚାଇଲା ଧମାଲ !

35

ମୌନୀ ରୟ, କ୍ୟାଟରୀନା, ନୋରା ଫତେହି ଏବଂ ବିକ୍କି କୌଶଲ ନିଜ ନିଜ ଧମାକାଦାର ପରଫର୍ମାନ୍ସରେ ପ୍ରଶଂସକଙ୍କ ହୃଦୟ କିଣି ନେଇଛନ୍ତି । ଅସଲରେ ଶନିବାର ରାତିରେ ମୁମ୍ବାଇରେ ଫେମିନା ମିସ ଇଣ୍ଡିଆ ୨୦୧୯ର ଆୟୋଜନ କରାଯାଇଥିଲା । ବଲିଉଡ ସେଲିବ୍ସ ନିଜ ଡାନ୍ସରେ ଫ୍ୟାନ୍ସମାନଙ୍କ ମନ ଜିତିଛନ୍ତି ।

 

ଡାନ୍ସ କରୁଥିବାର ଗେଟଅପରେ କ୍ୟାଟରୀନା ହଟ ନଜର ଆସିଥିଲେ । ସେହିଭଳି ମୌନୀ ଏବଂ ନୋରା ମଧ୍ୟ କମାଲ କରିଥିଲେ । ଫେମିନା ମିସ ଇଣ୍ଡିଆ ଗ୍ରାଣ୍ଡ ଫାଇନାଲ ସମସ୍ତେ ଖୁୂବ ଧମାଲ ମଚାଇଛନ୍ତି ।

ନିକଟରେ କ୍ୟାଟରୀନା କୈଫଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଛି , ଯେଉଁଥିରେ ଫେମିନା ମିସ ଇଣ୍ଡିଆ ଗ୍ରାଣ୍ଡ ଫାଇନାଲ ପାଇଁ ଡାନ୍ସ ଅଭ୍ୟାସ କରୁଥବାର ନଜର ଆସିଥିଲେ, ମାତ୍ର ପରଫର୍ମାନ୍ସ ଫଟୋ ସାମ୍ନାକୁ ଆସିଛି । କ୍ୟାଟରୀନା କୈଫଙ୍କ ଡାନ୍ସ ମୁଭସ ସହ ତାଙ୍କ ଲୁକ ମଧ୍ୟ ମଜାଦାର ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More