Only for Entertainment

ଦୀପିକା ପ୍ରିୟଙ୍କାଙ୍କ ପରେ ଏବେ ବିବାହ କରିବାକୁ ଚାହୁଁଛନ୍ତି କ୍ୟାଟ୍ରିନା ।

bollywood tadka
52

ଗତବର୍ଷ ବଲିଉଡରେ ଚାଲିଥିଲା ବିବାହ ଋତୁ । ୨୦୧୮ରେ ସୋନମ କପୁର, ଦୀପିକା ପାଦୁକୋନ ଓ ପ୍ରିୟଙ୍କା ଚୋପ୍ରା ବିବାହ ବନ୍ଧନରେ ବାନ୍ଧି ହେଲେ । ଏବେ ଫ୍ୟାନ୍ସ କ୍ୟାଟ୍ରିନା କୈଫ ଏବଂ ଆଲିୟା ଭଟ୍ଟଙ୍କ ବିବାହ ପାଇଁ ଖୁବ ଉତ୍ସାହିତ ଅଛନ୍ତି । ଗୋଟିଏ ପାଶ୍ୱର୍ରେ ଆଲିୟା ଭଟ୍ଟ ବିବାହ ପାଇଁ ମନା କରୁଥିବା ବେଳେ ଅନ୍ୟ ପଟେ କ୍ୟାଟ୍ରିନା ବିବାହ ପାଇଁ ଉତ୍ସାହିତ ଅଛନ୍ତି ।

ବାସ୍ତବରେ ଫିଲ୍ମଫେୟର ଇଂଷ୍ଟାଗ୍ରାମରେ ଏକ ଭିଡ଼ିଓ ଶେୟାର କରିଛନ୍ତି । ଏହି ଭିଡ଼ିଓରେ କ୍ୟାଟ୍ରିନା କହୁଛନ୍ତି ସମସ୍ତେ ବିବାହ କରୁଛନ୍ତି । ଏହି କ୍ଷେତ୍ରରେ ମୁଁ ପଛରେ ରହିଯାଇଛି । ମୋତେ ଅପେକ୍ଷା କର,ମୋତେ ପଛରେ ଛାଡ଼ ନାହିଁ ।

ୱର୍କଫ୍ରଂଟ କଥା ଆଲୋଚନା କରିବା ତ କ୍ୟାଟ୍ରିନା ଖୁବଶୀଘ୍ର ଫିଲ୍ମ ଭାରତରେ ସଲମାନଙ୍କ ସହିତ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More