Only for Entertainment

କାହିଁକି ସଲମାନଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ କମେଂଟ କରନ୍ତି ନାହିଁ କ୍ୟାଟ୍ରିନା?

22

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ସୋସିଆଲ ମିଡିଆରେ ସବୁଠାରୁ ଅଧିକ ଆକ୍ଟିଭ ରହୁଥିବା ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ । ନିଜ ଫ୍ୟାନ୍ସଙ୍କୁ କିଭଳି ଖୁସି ରଖିବା ଦରକାର ଏହା ତାଙ୍କୁ ବେଶ ଭଲ ଭାବରେ ଜଣା । ସେ କେବଳ ନିଜ ବ୍ୟକ୍ତିଗତ ଜୀବନ ଏବଂ ଆନୁଷ୍ଠାନିକ ଜୀବନ ବିଷୟରେ ପୋଷ୍ଟ ଶେୟାର କରନ୍ତି ନାହିଁ ବରଂ ଅନ୍ୟ ମାନଙ୍କ ପୋଷ୍ଟରେ କମେଂଟ ମଧ୍ୟ କରନ୍ତି । କିନ୍ତୁ ସେ କେବେ ମଧ୍ୟ ସଲମାନଙ୍କ ଇଂଷ୍ଟାଗ୍ରାମ ଆକାଉଂଟ ପୋଷ୍ଟକୁ ଲାଇକ କିମ୍ବା ଶେୟାର କରନ୍ତି ନାହିଁ ।

ଫିଲ୍ମ ଭାରତର ଗୀତ ଲଂଚ ସମୟରେ ଏକ ଇଭେଂଟରେ କ୍ୟାଟ୍ରିନାଙ୍କୁ ଜଣେ ରିପୋର୍ଟର ପ୍ରଶ୍ନ କଲେଯେ କାହିଁକି ସେ ଏଭଳି କରୁନାହାଁନ୍ତି । କ୍ୟାଟ୍ରିନାଙ୍କଉତ୍ତର ଥିଲା ଖୁବ ସରଳ । ସେ କହିଲେଯେ ମୁଁ ଜାଣିଶୁଣି ଏଭଳି କରୁଛି । କିନ୍ତୁ ତୁମେ ଏବେ କହିବା ପରଠାରୁ ମୁଁ ଏହା ଭାବୁଛି ଏବଂ ହଁ….. । ଏହି ମଧ୍ୟରେ କ୍ୟାଟ୍ରିନା ଆଉ କିଛି କହିବା ପୂର୍ବରୁ ସଲମାନ ରିପୋର୍ଟରକୁ କହିଲେ ତେବେ କ’ଣ ତୁମେ ସବୁ ପୋଷ୍ଟରେ କମେଂଟ କରୁଛ? ଏହା ସହିତ ସଲମାନ ମଜାଳିଆ ଢଙ୍ଗରେ କହିଲେ ଏମିତିରେ କ୍ୟାଟ୍ରିନା କାହା ଫଟୋ ଏବଂ ପୋଷ୍ଟରେ କମେଂଟ କରୁଛି?

କହିରଖୁଛୁଯେ ଏହା ମଧ୍ୟରେ ଆଉ ଏକ କଥା ସାମ୍ନାକୁ ଆସିଲାଯେ ସଲମାନ ଚାହାଁନ୍ତି କ୍ୟାଟ୍ରିନା ତାଙ୍କୁ ମେରୀ ଜାନ କହି ଡାକନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More