Only for Entertainment

ଫିଲ୍ମ ‘ଠଗ୍ସ ଅଫ ହିନ୍ଦୁସ୍ତାନ’ ପାଇଁ କିପରି ପ୍ରସ୍ତୁତ ହେଉଛନ୍ତି କ୍ୟାଟ୍ରିନା ? ଦେଖନ୍ତୁ ଭିଡିଓ

Deccan Chronicle
0 62

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଖୁବ ଶୀଘ୍ର ଅମିର ଖାନଙ୍କ ଫିଲ୍ମ ‘ଠଗ୍ସ ଅଫ ହିନ୍ଦୁସ୍ତାନ’ରେ ନଜର ଆସିବେ । ଏହି ଫିଲ୍ମରେ କ୍ୟାଟ୍ରିନାଙ୍କୁ ଏକ ଡ୍ୟାନ୍ସର ଭୂମିକାରେ ଦେଖିବାକୁ ମିଳିବ । କ୍ୟାଟ୍ରିନାଙ୍କ ସମେତ ଫିଲ୍ମରେ ମହାନାୟକ ଅମିତାଭ ବଚ୍ଚନ ମଧ୍ୟ ନଜର ଆସିବେ । ନିକଟରେ ଏହି ଫିଲ୍ମର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

 

ଏହି ଭିଡିଓରେ କ୍ୟାଟ୍ରିନା ଡ୍ୟାନ୍ସ ପ୍ରାକ୍ଟିସ କରୁଥିବା ର ଦେଖିବାକୁ ମିଳିଛି । ଫିଲ୍ମରେ ଏହି ଭୂମିକାକୁ ସଠିକ ରୂପେ ଦର୍ଶାଇବା ପାଇଁ କ୍ୟାଟ୍ରିନା ଖୁବ ପରିଶ୍ରମ କରୁଥିବାର ଭିଡିଓରେ ନଜର ଆସିଛି । ଏହା ପୂର୍ବରୁ ଫିଲ୍ମର ଅନେକ ଭିଡିଓ ଏବଂ ଫଟୋ ଭାଇରାଲ ହୋଇଛି ।

ବିଜୟ କୃଷ୍ଣ ଆଚାର୍ଯ୍ୟ ଏହି ଫିଲ୍ମର ନିର୍ଦ୍ଦେଶକ ଥିବା ବେଳେ ଫିଲ୍ମରେ ପ୍ରଥମ ଥର ପାଇଁ ଅମିତାଭ ଏବଂ ଅମିରଙ୍କୁ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More