Only for Entertainment

ଫଟୋ ପରେ କ୍ୟାଟ୍ରିନାଙ୍କ ଭିଡିଓ ଭାଇରାଲ, ଭଉଣୀଙ୍କ ସହିତ ଫନି ଡ୍ୟାନ୍ସ କରୁଥିବାର ଆସିଲେ ନଜର

DNA India
0 56

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ କାମରୁ ଫ୍ରି ହୋଇ ନିଜ ପରିବାର ସହିତ ଲଣ୍ଡନରେ ଏଞ୍ଜୟ କରୁଥିବା ନଜର ଆସିଛନ୍ତି । ନିକଟରେ କ୍ୟାଟ୍ରନାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ କ୍ୟାଟ୍ରିନା ନିଜ ଭଉଣୀ ସହିତ ଫନି ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । କ୍ୟାଟ୍ରିନାଙ୍କ ଏହି ଭିଡିଓକୁ ଲୋକେ ଖୁବ ପସନ୍ଦ କରିଛନ୍ତି । ଭିଡିଓ ଶେୟାର କରି କ୍ୟାଟ୍ରିନା ଲେଖିଥିଲେ ଏହା ହେଉଛି ବିଜୟର ଡ୍ୟାନ୍ସ ।
ଦେଖନ୍ତୁ ଭିଡିଓ…

Sunday be like ? #sistergoals

A post shared by ★ KATRINA KAIF DAILY ★ (@katrinakaifdaily) on

ନିକଟରେ କ୍ୟାଟ୍ରିନାଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ନିଜ ଦୁଇ ଭଉଣୀଙ୍କ ସହିତ ନଜର ଆସିଥିଲେ ।

kat

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More