Only for Entertainment

ରିଲିଜ ହେଲା କେଦାରନାଥ ଫିଲ୍ମର ରୋମାଂଟିକ ସଙ୍ଗ କାଫିରାନା, ଦେଖିବାକୁ ମିଳିଲା ସୁଶାନ୍ତ ଏବଂ ସାରାଙ୍କ ରୋମାଂଟିକ କେମେଷ୍ଟ୍ରି !

youtube
36

ନିକଟରେ ସୈଫଙ୍କ ଲାଡଲୀ ସାରା ଅଲ୍ଲୀ ଖାନଙ୍କ ଡେବ୍ୟୁ ଫିଲ୍ମ ସୁଟ ଶେଷ ହୋଇଯାଇଥିବା ବେଳେ ଏହି ଫିଲ୍ମର ଟ୍ରେଲର ଏବଂ ଗୀତ ରିଲିଜ ହୋଇଥିଲା । ଯାହାକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ତେବେ ଏହି ଫିଲ୍ମର ଆଉ ଏକ ରୋମାଂଟିକ ସଙ୍ଗ ରିଲିଜ ହୋଇଛି ।

ଏହି ଗୀତରେ ସାରା ଏବଂ ସୁଶାନ୍ତଙ୍କ ଲଭ କେମେଷ୍ଟ୍ରି ନଜର ଆସିଛି । ଆଶା କରାଯାଉଛି ଯେ ଏହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ । ଏହି ଗୀତକୁ ଗାଇଛନ୍ତି ଅରିଜିତ ସିଂ । ଅଭିଷେକ କୁମାରଙ୍କ ନିର୍ଦ୍ଧେଶିକ ଏହି କେଦାରନାଥ ଫିଲ୍ମ ଡିସେମ୍ବର ୭ରେ ରିଲିଜ ହେବାକୁ ଯାଉଛି । ଯେଉଁଥିରେ ପ୍ରଥମ ଥର ବଲିଉଡରେ ନିଜ ପାଦ ଥାପିବେ ସାରା ଅଲ୍ଲୀ ଖାନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More