Only for Entertainment

ଧନଶାଳୀ ହେବାକୁ ଚାହୁଁଥିଲେ ଚୁଲ୍ଲାକୁ ଏହି ସ୍ଥାନରେ ରଖନ୍ତୁ ନାହିଁ ।

flipkart
0 41

ଘରେ ରୋଷେଇ ଘରର ଖୁବ ମହତ୍ୱ ରହିଛି । କାରଣ ବିଶ୍ୱାସ କରାଯାଏଯେ ସେଥିରେ ମା ଅନ୍ନପୂର୍ଣ୍ଣ ବାସ କରନ୍ତି । କେବଳ ସେତିକି ନୁହେଁ ବାସ୍ତୁ ଶାସ୍ତ୍ର ଅନୁସାରେ ରୋଷେଇ ଘରର ମଧ୍ୟ ପ୍ରମୁଖ ଭୂମିକା ରହିଛି । ତେବେ ଚାଲନ୍ତୁ ସେ ସବୁ ପ୍ରତି ଦୃଷ୍ଟି ଦେବା ।

ଚୁଲ୍ଲାକୁ ଏଭଳି ରଖନ୍ତୁ ଯେ ସେଠାରୁ ରୋଷେଇର ଦ୍ୱାର ସାମ୍ନାରେ ଦେଖାଯିବ ।

ବ୍ୟବହାର କରାଯାଉନଥିବା ସମୟରେ ଏହାକୁ ସଫାସୁତୁରା ରଖିବା ଉଚିତ ।

ଘରର ପ୍ରବେଶ ଦ୍ୱାରରେ ଚୁଲ୍ଲା ଦେଖାନଯିବା ଦରକାର । ଏଥିରୁ ବଂଚିବା ପାଇଁ ପରଦାର ବ୍ୟବହାର କରନ୍ତୁ ।

ଚୁଲ୍ଲାକୁ ରେଫ୍ରିଜରେଟର ପାଖରେ ନ ରଖିବା ଉଚିତ ।
କାରଣ ନିଆଁ ଓ ଜଳ ପରସ୍ପରର ବିପରୀତମୁଖୀ । ଏହି ଦୁଇଟିର ସମ୍ବଦ୍ଧ ଖୁବ ଭିନ୍ନ । ଏଥିରୁ ବଂଚିବା ପାଇଁ ଏହି ଦୁଇଟି ମଧ୍ୟରେ ଗୋଲ ସ୍ଫଟିକ ରଖିଦିଅନ୍ତୁ । ଏହା ସହିତ ବାଉଁଶରେ ତିଆରି ହୋଇଥିବା ବଂଶୀକୁ ଫ୍ରିଜର ଏକ ପାଶ୍ୱର୍ରେ ଓହଳାଇ ଦିଅନ୍ତୁ । ଏହି ୫ଟି ତତ୍ତ୍ୱ ଯୁକ୍ତ ସୃଜନାତ୍ମକ ଚକ୍ର ଜନ୍ମ ହେବ । ଯେଉଁଥିରେ କାଠକୁ ପାଣିରୁ ଶକ୍ତି ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More