Only for Entertainment

ପର୍ସକୁ ଟଙ୍କାପୂର୍ଣ୍ଣ ରଖିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ସବୁ ଉପାୟ

amarujala
0 135

ଧନୀ ହେବାପାଇଁ ସମସ୍ତେ ଚାହାଁନ୍ତି । ସେଥିପାଇଁ ବିଭିନ୍ନ ପ୍ରକାର ଚେଷ୍ଟା ମଧ୍ୟ କରନ୍ତି । କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏଭଳି କିଛି ଉପାୟ ରହିଛି ଯାହାକୁ ପାଳନ କରିବା ଦ୍ୱାରା ଧନ ବଢିଥାଏ । ସେଥିପାଇଁ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ଉଚିତ ।

ଶ୍ରୀ ଯନ୍ତ୍ର ଏଭଳି ଏକ ମାଧ୍ୟମ ଯେଉଁଥିରେ ମନୁଷ୍ୟ ଜୀବନର ସମସ୍ତ ନକରାତ୍ମକ ଶକ୍ତି ସମାପ୍ତ ହୋଇଯାଏ । ଶ୍ରୀର ଅର୍ଥ ହେଉଛି ଧନ ଏବଂ ଯନ୍ତ୍ରର ଅର୍ଥ ହେଉଛି ସାଧନ । ଧନ ପ୍ରାପ୍ତ କରିବାର ସାଧନ ହେଉଛି ଶ୍ରୀ ଯନ୍ତ୍ର । ଏହାକୁ ଶୁଭ ମୂହୂର୍ତ୍ତରେ ପରିଷ୍କାର ଜଳରେ ଧୋଇ ପଂଚାମୃତ କିମ୍ବା ଗଙ୍ଗାଗଳରେ ସ୍ନାନ କରାଇ ହଳଦିଆ କପଡ଼ାରେ ବାନ୍ଧି ପର୍ସରେ ରଖିବା ଉଚିତ ।

ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ପର୍ସରେ ଏଭଳି ଫଟୋ ରଖନ୍ତୁ ଯେଉଁତିରେ ସେ ବିଷ୍ଣୁଙ୍କ ପାଦ ଚିପୁଥିବେ ।

ବିଷ୍ଣୁ ଏବଂ ଲକ୍ଷ୍ମୀ ଗରୁଡ଼ ଉପରେ ସବାରୀ କରିଥିବେ । ଏଭଳି କରିବା ଦ୍ୱାରା ଆର୍ଥିକ ଅସୁବିଧା ହୋଇ ନଥାଏ । ଏକ୍ଷ୍ମୀଙ୍କର ୮ ସ୍ୱରୂପ ରହିଛି । ତାଙ୍କର କୌଣସି ସ୍ୱରୂପକୁ ସ୍ଥାନ ଦିଆଯାଇପାରିବ ।

ଲକ୍ଷ୍ମୀଙ୍କ ସ୍ୱରୂପ,ଚିତ୍ର କିମ୍ବା ଯନ୍ତ୍ର ଉପରେ କମଳ ଫୁଲର ମାଳ ପିନ୍ଧାଇ ନଦୀରେ ବିସର୍ଜନ କରିବା ଦ୍ୱାରା ଧନ ବଢିଥାଏ ।

ଖର୍ଚ୍ଚ କମାଇବା ପାଇଁ ପର୍ସରେ ଛୋଟ ଆଇନାଟିଏ ମଧ୍ୟ ରଖିପାରିବେ । ଏହା ଦ୍ୱାରା ବ୍ୟବସାୟରେ ଉନ୍ନତି ମଧ୍ୟ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More