Only for Entertainment

କେଜରୀ ବ୍ରେକଅପ: ସୋସିଆଲ ମିଡିଆରେ ଉଡ଼ିଲା କେଜରିୱାଲଙ୍କ ମଜାକ । ଭିଡ଼ିଓ ଭାଇରାଲ ।

punjab kesari
36

ଦିଲ୍ଲୀରେ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ମଧ୍ୟରେ ଏକା ସାଙ୍ଗରେ ନିର୍ବାଚନ ଲଢିବାର ସହମତି ହୋଇପାରିଲା ନାହିଁ । କଂଗ୍ରେସର ନା ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଲୋକଙ୍କ ଟାର୍ଗେଟକୁ ଆସି ଯାଇଛନ୍ତି । ସୋସିଆଲ ମିଡିଆରେ ତାଙ୍କୁ ନେଇ ଖୁବ ମଜାକ ଉଡ଼ାଯାଉଛି ।

କେବଳ ସେତିକି ନୁହେଁ ଟ୍ୱିଟରରେ ଖୁବ ଟ୍ରେଣ୍ଡ କରୁଛି କେଜରୀ ବ୍ରେକଅପ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More