Only for Entertainment

ରିଲିଜ ହେଲା କେଶରୀର ନୂଆ ଗୀତ ‘ୱ୍ୱେ ମାହୀ’ ଦେଖିବାକୁ ମିଳିଲା ଅକ୍ଷୟ-ପରିଣୀତିଙ୍କ ରୋମାଣ୍ଟିକ ଅନ୍ଦାଜ

Times of India
50

ବଲିଉଡ ଅଭିନେତା ଅକ୍ଷୟ କୁମାର ଏବଂ ପରିଣୀତି ଚୋପ୍ରାଙ୍କ ଫିଲ୍ମ କେଶରୀ ନିକଟରେ ରିଲିଜ ହୋଇଛି । ଫିଲ୍ମକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ଫିଲ୍ମ ରିଲିଜ ହେବା ପରେ ମେକର୍ସ ଫିଲ୍ମର ଆଉ ଏକ ଗୀତ ‘ ମାହୀ ୱେ’କୁ ରିଲିଜ କରିଛନ୍ତି । ଗୀତରେ ଅକ୍ଷୟ ଏବଂ ପରିଣୀତିଙ୍କ ଦମକାର କେମେଷ୍ଟ୍ରୀ ଦେଖିବାକୁ ମିଳିଛି । ଏହି ଗୀତରେ ଭଏସ ଦେଇଛନ୍ତି ଅସିସ କୌର ଏବଂ ଅରିଜିତ ସିଂ ।
ଦେଖନ୍ତୁ ଭିଡିଓ-

ଫିଲ୍ମର କାହଣୀ ୧୮୯୭ରେ ହୋଇଥିବା ସାରଗଢୀ ଯୁଦ୍ଧ ଉପରେ ଆଧାରିତ । ଏହି ଯୁଦ୍ଧରେ ୧୦,୦୦୦ ଆଫଗାନୀ ସୈନିକଙ୍କ ସାମ୍ନା ୨୧ ଭାରତୀୟ ବ୍ରିଟିଶ ଜବାନ କରିଥିଲେ । ଏହି ଫିଲ୍ମ ୩୬୦୦ ସ୍କ୍ରିନରେ ରିଲିଜ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More