Only for Entertainment

‘ଖତରୋଁ କେ ଖିଲାଡ଼ୀ ୯’ରେ ଅକ୍ଷୟ କୁମାରଙ୍କ ଧମାକାଦାର ଏଂଟ୍ରି ।

bollywood tadka
29

ଫିଲ୍ମ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଧମାକାଦାର ରିଆଲିଟି ଶୋ ‘ଖତରୋଁ କେ ଖିଲାଡ଼ୀ ୯’ ଆରମ୍ଭରୁ ଚାଂଚଲ୍ୟ ସୃଷ୍ଟି କରିଛି । ଏବେ ଏହି ଶୋ’ର ଗ୍ରାଣ୍ଡ ଫିନାଲେ ମାର୍ଚ୍ଚ ୧୦କୁ ହେବ । ଶୋ’ର ଫିନାଲେରେ ପୁନିତ ପାଠକ, ରିଦ୍ଧିମା ପଣ୍ଡିତ, ଭାରତୀ ସିଂ, ଶମିତା ସେଟ୍ଟୀ, ଆଦିତ୍ୟ ନାରାୟଣ ଏବଂ ଏଲି ଗୋନିଙ୍କ ମଧ୍ୟରେ ଜବରଦସ୍ତ ଲଢେଇ ଦେଖିବାକୁ ମିଳିବ । ସବୁଠାରୁ ଖାସେ କଥା ହେଉଛି ଶୋ’ର ଶେଷ ଏପିସେରାଡରେ ନଜର ଆସିବେ ଖିଲାଡ଼ୀ କୁମାର, ଅର୍ଥାତ ବଲିଉଡ ଆକ୍ଟର ଅକ୍ଷୟ କୁମାର । ନିକଟରେ ଶୋ ନିର୍ମାତା ଇଂଷ୍ଟାଗ୍ରାମ ଆକାଉଂଟରେ ଏହାର ପ୍ରମୋ ରିଲିଜ କରିଛନ୍ତି ।

ଏଠାରେ ସେ ପ୍ରତିଯୋଗୀଙ୍କୁ କେଶରୀ ଚ୍ୟାଲେଂଜ ଦେବେ । ଏହା ସହିତ ଶୋ’ର ଫିନାଲେ ଲାଇଭ ଦେଖାଯିବ ବୋଲି କହିଛନ୍ତି ଅକ୍ଷୟ କୁମାର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More