Only for Entertainment

ଇଣ୍ଡିଆନ ଆଇଡଲର ପ୍ରତିଯୋଗୀ ଗାଇଲେ ‘ପଲଟନ’ର ଗୀତ,ଏହିଭଳି ମିଳିଲା ଅଫର ।

aajtak
0 50

ଇଣ୍ଡିଆନ ଆଇଡଲ ୧୦ର ଜଜ ଅନୁ ମଲ୍ଲିକ ରିଆଲିଟି ଶୋ’ର ପୂର୍ବ ପ୍ରତିଯୋଗୀ ଖୁଦା ବଖ୍ସଙ୍କୁ ଫିଲ୍ମ ‘ପଲଟନ’ରେ ଗୀତ ଗାଇବାକୁ ଅଫର ଦେଇଥିଲେ । ଖୁଦା ସିଜନ ୯ର ୩ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରୁ ଜଣେ ଥିଲେ ।

 

 

 

A post shared by ANU MALIK (@anumalikmusic) on

ଖୁଦା ବଖ୍ସ ଜେପି ଦତ୍ତା,ଗୀତିକାର ଜାଗେଦ ଅଖତାର ଏବଂ ଗାୟକ ସୋନୁ ନିଗମଙ୍କ ସହିତ ପଲଟନ ଫିଲ୍ମର ପ୍ରଚାର ପାଇଁ ଇଣ୍ଡିଆନ ଆଇଡଲ ସେଟରେ ପହଂଚିଥିଲେ । ସେହି ମଂଚକୁ ପୁଣିଥରେ ଫେରିବାକୁ ନେଇ ଖୁଦା ଖୁବ ଇମୋଶନାଲ ହୋଇ ଯାଇଥିଲେ । ସେ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More