Only for Entertainment

ଜଣେ ବ୍ୟକ୍ତିଙ୍କ ଡ୍ୟାନ୍ସ କଲା ଗୋବିନ୍ଦାକୁ ମଧ୍ୟ ଫେଲ । ଡ୍ୟାନ୍ସ ଦେଖି ଲାଜ କଲେ ପତ୍ନୀ ।

khabar NDTV
0 71

ଆପଣଙ୍କୁ ଗୋବିନ୍ଦାଙ୍କ ଫିଲ୍ମ ‘ଖୁଦଗର୍ଜ’ର ଗୀତ ‘ଆପକେ ଆ ଜାନେସେ’ମନେଥିବ ନିଶ୍ଚୟ ମନେଥିବ । ଯାହା ଖୁବ ଫେମସ ହୋଇଥିଲା । ଗୋବିନ୍ଦାଙ୍କର ଡ୍ୟାନ୍ସ ଏବଂ ଗୀତ ଦୁଇଟି ଯାକ ସମସ୍ତେ ପସନ୍ଦ କରିଥିଲେ । ଏପରିକି ଏହି ଗୀତ ବିବାହ- ପାର୍ଟିରେ ବାଜୁଥିବାର ଆପଣ ମଧ୍ୟ ଦେଖିଥିବେ । ମାତ୍ର ଏହି ଗୀତ ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛି । ଯେଉଁଥିରେ ଜଣେ ବ୍ୟକ୍ତି ଗୋବନ୍ଦାଙ୍କ ଷ୍ଟାଇଲରେ ନାଚୁଥିବାର ଦେଖିବାକୁ ମିଳିଛନ୍ତି । ଫେସବୁକରେ ଏହି ଭିଡିଓକୁ ଅନେକ ପେଜ ସେୟାର କରିବାରେ ଲାଗିଛନ୍ତି । ଦେଖନ୍ତୁ ଭିଡିଓ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More