Only for Entertainment

ଧଡକର ସ୍କ୍ରିନିଂରେ ଦେଖିବାକୁ ମିଳିଲା ଷ୍ଟାରଙ୍କ ଗ୍ଲାମର, ଜାହ୍ନବୀଙ୍କୁ ସପୋର୍ଟ କରିବା ପାଇଁ ପହଁଚିଲେ କପୁର ପରିବାର ।

ndtv
0 31

ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ବଡ ଝିଅ ଜାହ୍ନବୀ କପୁର ଫିଲ୍ମ ‘ଧଡକ’ ଜରିଆରେ ବଲିଉଡ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ଫିଲ୍ମରେ ସେ ଇଶାନ ଖଟ୍ଟରଙ୍କ ସହିତ ନଜର ଆସିବେ । ଫିଲ୍ମ ୨୦ ଜୁଲାଇକୁ ରିଲିଜ ହେବ । ତେବେ ରିଲିଜ ପୂର୍ବରୁ ଶନିବାର ଫିଲ୍ମର ପ୍ରଥମ ସ୍କ୍ରିନିଂ ରଖାଯାଇଥିଲା । ଫିଲ୍ମର ସ୍ପୋଶାଲ ସ୍କ୍ରିନିଂରେ ପୁରା କପୁର ପରିବାର ଜାହ୍ନବୀଙ୍କୁ ସପୋର୍ଟ କରିବା ପାଇଁ ପହଁଚିଥିଲେ ।

ସ୍କ୍ରିନିଂରେ ଷ୍ଟାର ଡଟର୍ସଙ୍କ ଜଲୱା ମଧ୍ୟ ଦେଖିବାକୁ ମିଳିଥିଲା । ସ୍କ୍ରିନିଂରେ ଖୁସି କପୁର, ଅନନ୍ୟା ପାଣ୍ଡେ, ଶନାୟା କପୁର ଗ୍ଲାମରସ ଅନ୍ଦାଜରେ ନଜର ଆସିଥିଲେ । ଅନ୍ୟ ପକ୍ଷରେ ବରୁଣ ଧୱନ, ସୋନମ କପୁର, କରଣ ଜୋହରଙ୍କ ସମେତ ଅନେକ କଳାକାର ସ୍କ୍ରିନିଂରେ ଯୋଗ ଦେଇଥିଲେ ।

ଦେଖନ୍ତୁ ଫଟୋ ଏବଂ ଭିଡିଓ-

dhadak1

dhadak2

dhadak3

 

#ananyapanday and #shanayakapoor for #dhadak screening @viralbhayani

A post shared by Viral Bhayani (@viralbhayani) on

Yes it Janhvi’s debut but there’s another rising star that’s unbelievably photogenic and at ease with the gazillion flashes going around her… teen queen Khushi Kapoor has found herself in the limelight like very few people would ever experience in their lives… and tbh the way she’s at ease with all the attention (from outside… would be all but natural to have the jitters from within… hey even we would be pissin’ in our pants if the cameras were turned around??) is quite amayyzing… seen with daddy at a theatre in Juhu last night where she’d come for a screening of her sister’s debut movie ❤️❤️ FOLLOW ? @voompla INQUIRIES ? @ppbakshi . #voompla #bollywood #khushi #khushikapoor #bollywoodstyle #bollywoodfashion #bollywoodactress #mumbaidaily #mumbaidiaries #mumbaiscenes #mumbai #withdad #meanddad #daddaughterlove #baapbeti #kapoors #teendiva #teenqueen #risingstar #kapoorfamily #17yearold #delhidiaries #delhiscenes #delhidaily #desigirl #indianactress #bollywoodactresses #bollywoodstylefile

A post shared by Voompla (@voompla) on

dhadak4

dhadak5

dhadak6

dhadak7

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More