Only for Entertainment

ଖୁସିଙ୍କ ଉପରେ ଚଢିଲା ଧଡ଼କର ନିଶା,ଭଉଣୀ ଜାହ୍ନବୀଙ୍କ ଗୀତରେ ଖୁବ ଝୁମିଲେ ।

youtube
0 40

ଜାହ୍ନବୀ କପୁରଙ୍କ ଫିଲ୍ମ ଧଡ଼କ ଆଜି ରିଲିଜ ହୋଇସାରିଛି । ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଖୁବ ଉତ୍ସାହ ରହିଛି ଏବଂ ବକ୍ସ ଅଫିସରେ ପ୍ରଥମ ଦିନରେ ଫିଲ୍ମ ୭ରୁ ୧୦ କୋଟି ଇନକମ କରିବ ବୋଲି ଆଶା ରହିଛି । ଫିଲ୍ମ ରିଲିଜର ଠିକ ପୂର୍ବରୁ ଜାହ୍ନବୀ ଖୁବ ଏକ୍ସାଇଟେଡ ଥିଲେ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡ଼ିଓ ଖୁବ ସେୟାର କରାଯାଉଛି । ଗୀତରେ ଖୁସି ଖୁମ ଝୁମୁଛନ୍ତି ।

 

ଖୁସି କପୁରଙ୍କ କେତେକ ଫ୍ୟାନ ପେଜ ଏହି ଭିଡ଼ିଓକୁ ସେୟାର କରିଛନ୍ତି । କେବଳ ସେତିକି ନୁହେଁ ଜାହ୍ନବୀଙ୍କ ପରେ ଖୁସିଙ୍କ ବଲିଉଡ ଡେବ୍ୟୁକୁ ନେଇ ଫ୍ୟାନ୍ସ ମଧ୍ୟ ଖୁବ ଇଛା ରଖିଛନ୍ତି । କିନ୍ତୁ ଖୁସି ବଲିଉଡରେ ଡେବ୍ୟୁ କରିବେ ନା ନାହିଁ ସେ ବିଷୟରେ ଏ ବର୍ଯ୍ୟନ୍ତ କୌଣସି ଖବର ମିଳିନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More