Only for Entertainment

ମଲ ମଧ୍ୟରେ ଗୁଣ୍ଡାଙ୍କୁ ଖୁବ ପିଟିଲେ କିୟାରା ଆଡ଼ବାଣି

hindirush
24

ଫିଲ୍ମ କବୀର ସିଂ ପରେ ଲୋକଙ୍କ ହୃଦୟରେ ରାଜ୍ କରୁଥିବା କିୟାରା ଆଡ଼ବାଣି ଏବେ ତାଙ୍କର ଆଗାମୀ ପ୍ରକଳ୍ପକୁ ନେଇ ବ୍ୟସ୍ତ ଅଛନ୍ତି । ଏବେ ତାଙ୍କର ୫ମ ଫିଲ୍ମ ସୁଟିଂ କରୁଛନ୍ତି । ନିକଟରେ ସେ ‘ଇନ୍ଦୁ କୀ ଜୱାନୀ’ର ସୁଟିଂ ପାଇର୍ ଲଖ୍ନୌ ପହଂଚିଥିଲେ, ଯେଉଁଠାରେ ତାଙ୍କୁ ଗୁଣ୍ଡାଙ୍କୁ ପିଟୁ ଥିବା ସମୟରେ ସ୍ପଟ କରାଯାଇଛି ।

ବାସ୍ତବରେ କିୟାରା ‘ଇନ୍ଦୁ କୀ ଜୱାନୀ’ର ଏକ ଦୃଶ୍ୟର ସୁଟିଂ କରୁଥିଲେ, ଯାହା ମଲରେ ହେଉଥିଲା । ସୁଟିଂ ସମୟରେ କିୟାରାଙ୍କୁ ଗୁଣ୍ଡା ମାନଙ୍କୁ ମାରୁଥିବାର ଦେଖିବାକୁ ମିଳିଛି । କାରଣ ସେଥିରେ ଏକ ଦୃଶ୍ୟ ଅଛି ଯେଉଁଥିରେ ଗୁଣ୍ଡାମାନେ ତାଙ୍କୁ କମେଂଟ ମାରୁଥିବେ ଏବଂ କିୟାରା ତାଙ୍କୁ ଖୁବ ପିଟିବେ ।

କବୀର ସିଂ ପରେ କିୟାରା ଏବେ ଏକାଧିକ ଫିଲ୍ମରେ ନଜର ଆସିବେ । ତାଙ୍କୁ ଭିନ୍ନ ଅବତାରରେ ଦେଖିବା ପାଇଁ ଫ୍ୟାନ୍ସ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More