Only for Entertainment

ସୁଯୋଗ ମିଳିଲେ ଦୀପିକାଙ୍କ ସହିତ ରିଲେସନସିପରେ ରହିବାକୁ ଚାହିଁବେ ବଲିଉଡର ଏହି ସୁନ୍ଦରୀ ନାୟିକା ।

56

କବୀର ସିଂ ଫେମ ଅଭିନେତ୍ରୀ କିୟାରା ଆଡ଼ବାଣିଙ୍କ ପ୍ରଥମ ସୋଲୋ ଫିଲ୍ମ କବୀର ସିଂ ବକ୍ସ ଅଫିସରେ ଜବରଦସ୍ତ ଇନକମ କରିଛି । ନିକଟରେ କିୟାରା ସେମ ଜେଣ୍ଡର ରିଲେସନସିପକୁ ନେଇ ନିଜର ପସନ୍ଦ ବିଷୟରେ କହିଛନ୍ତି । ସେ କହିଛନ୍ତିଯେ ଯଦି ତାଙ୍କୁ ସେମ ଜେଣ୍ଡ ରିଲେସନସିପରେ କାହା ସହିତ ରହିବାକୁ କୁହାଯାଏ ତେବେ ସେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହିତ ରହିବାକୁ ପସନ୍ଦ କରିବେ । ଏହା ସହିତ ଶାହିଦ କପୂର କହିଛନ୍ତିଯେ ଯଦି ତାଙ୍କୁ ତାଙ୍କ ଫିଲ୍ମ କ୍ୟାରିଅରରୁ କେଉଁ ଫିଲ୍ମକୁ ହଟାଇବା ପାଇଁ ଚାହିଁବେ ତାହା ହେଉଛି ଫିଲ୍ମ ‘ସାନଦାର’ ।

ଶାହିଦଙ୍କୁ ନେଇ କିୟାରା କହିଛନ୍ତିଯେ ଏତେ ବର୍ଷ ଫିଲ୍ମରେ କାମ କରିବା ପରେ ଏବେ ମଧ୍ୟ ଫିଲ୍ମ ସେଟରେ ଶାହିଦ ଛୋଟ ପିଲାଭଳି ହୋଇଥାନ୍ତି । ପ୍ରତ୍ୟେକ ଟେକ୍କୁ ଅଧିକ ଭଲ କରିବା ପାଇଁ ଚାହାଁନ୍ତି । ଏହା ସହିତ କିୟାରା ନିଜକୁ ଡ଼େି ଏକ କଥା କହିଛନ୍ତିଯେ ମୋର ସବୁ ଜାଣିଛି ଭଳି ଆଟିଟ୍ୟୁଡ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More