Only for Entertainment

ସୋସିଆଲ ମିଡିଆରେ ଭାଇରାଲ ହେଲା ଆଂଟିଙ୍କ କିକି ଡ୍ୟାନ୍ସ,ଦେଖିଲେ ନ ହସି ରହିପାରିବେ ନାହିଁ ।

punjab kesari
0 47

କିକି ଡ୍ୟାନ୍ସ ଏବେ ଲୋକଙ୍କୁ ଦିୱାନା କରି ସାରିଛି । ଲୋକ ଏହାର ଭିଡ଼ିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ନିକଟରେ ସେହିଭଳି ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଆଂଟି କୌଣସି ଟିଭି ସେଲିବ୍ରେଟୀ ନୁହଁନ୍ତି । ତଥାପି ଏହି ଡ୍ୟାନ୍ସ ପାଇଁ ଆଗ୍ରହ ବଳାଇଛନ୍ତି । ସବୁଠାରୁ ଖାସ କଥା ହେଉଛି ଆଂଟିଙ୍କ ଡ୍ୟାନ୍ସ ଅନ୍ୟ ପଥଚାରୀ ମାନଙ୍କୁ ସମସ୍ୟାରେ ପକାଇଛି । ତଥାପି ଆଂଟି ପଛଘୁଚାଂ ଦେଇ ନାହାଁନ୍ତି ବରଂ ଦେଖାଇଛନ୍ତି ଡ୍ୟାନ୍ସର କମାଲ । ତେବେ ଏପର୍ଯ୍ୟନ୍ତ ଏହା ଜଣାପଡ଼ିନାହିଁଯେ ଏହି ଭିଡ଼ିଓଟି କେଉଁ ସ୍ଥାନର ।

କିକି ଡ୍ୟାନ୍ସ ଚ୍ୟାଲେଂଜରେ ଲୋକ ଡ୍ରାଇଭିଙ୍ଗ ସିଟ ଛାଡ଼ି ଚଳନ୍ତା କାର ପାଶ୍ୱର୍ରେ ନାଚିବାକୁ ଲାଗୁଛନ୍ତି । ଏଭଳି ଭିଡ଼ିଓକୁ ଲୋକ ସୋସିଆଲ ମିଡିଆରେ ଖୁବ ପ୍ରଶଂସା କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More