Only for Entertainment

ବୋଲ୍ଡ ଡ୍ରେସ ପିନ୍ଧି ଏକ୍ସ-ବଏଫ୍ରେଣ୍ଡ ରିଟାୟର ପାର୍ଟିରେ ପହଂଚିଲେ କିମ ଶର୍ମା ।

38

ଟିମ ଇଣ୍ଡିଆର ପ୍ରସିଦ୍ଧ ଖେଳାଳୀ ଯୁବରାଜ ସିଂ କିଛି ଦିନ ପୂର୍ବରୁ କ୍ରିକେଟରୁ ରିଟାୟର ନେଉଛନ୍ତି ଖବର ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲେ । ଶନିବାରକୁ ଯୁବରାଜ ରିଟାୟର ପାର୍ଟି ରଖିଥିଲେ । ଏହି ରାଟାୟରମେଂଟ ପାର୍ଟିରେ ବଲିଉଡ, କ୍ରିକେଟ ଏବଂ ବିଜନେସ ଦୁନିଆର ବଡ଼ ବଡ଼ ବ୍ୟକ୍ତି ଯୋଗ ଦେଇଥିଲେ ।

ପାର୍ଟିରେ ହୋଇଥିବା ଖାସ କଥା ହେଉଛି ସେଠାରେ ଯୁବରାଜ ସିଂଙ୍କ ଏକ୍ସ ଗର୍ଲଫ୍ରେଣ୍ଡ କିମ ଶର୍ମା ମଧ୍ୟ ପହଂଚିଥିଲେ । ପାର୍ଟିରେ କିମ ଖୁବ ବୋଲ୍ଡ ଅନ୍ଦାଜରେ ନଜର ଆସିଥିଲେ ।

କିମଙ୍କ ଏହି ଫଟୋ ସୋସିଆଲ ସାଇଟରେ ଭାଇରାଲ ହେଉଛି । ଫ୍ୟାନ୍ସ ଏହି ଫଟୋକୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି । କହିରଖୁଛୁ ଯୁବରାଜ ଏବଂ କିମ ପ୍ରାୟ ୪ ବର୍ଷ ପରସ୍ପରକୁ ଡେଟ କରୁଥିଲେ । ୨୦୦୭ରେ ଦୁଇଜଣଙ୍କର ବ୍ରେକ ଅପ ହୋଇଗଲା । ଯୁବରାଜଙ୍କ ରିଟାୟର ପରେ ସେ ଏକ ପ୍ରେମଭରା କମେଂଟ କରିଥିଲେ ।

କିମ କିଛି ଦିନ ହେବ ସନମ ତେରୀ କସମ’ ଆକ୍ଟର ନାୟକ ହର୍ଷବର୍ଦ୍ଧନଙ୍କୁ ଡେଟ କରୁଥିଲେ, କିନ୍ତୁ ଏବେ ଦୁଇଜଣଙ୍କର ବ୍ରେକ ଅପ ହୋଇଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More