Only for Entertainment

କୋବ୍ରାର ମୁଣ୍ଡରେ ବାହାରିଲା ଆଲୋକ, ଦେଖି ହୋଇଗଲେ ସମସ୍ତେ ଆଶ୍ଚର୍ଯ୍ୟ !

28

କର୍ଣ୍ଣାଟକର ଚିକମଙ୍ଗଲୁର ସ୍ଥିତ ହୋଲମାକି ଗାଁରେ ସେହି ସମୟରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଯେଉଁ ସମୟରେ ଦୁର୍ଲଭ ପ୍ରଜାତିର କୋବ୍ରା ସାପ ନଜର ଆସିଥିଲା । ଆଶ୍ଚର୍ଯ୍ୟର କାରଣ ହେଉଛି ଯେ କୋବ୍ରା ମୁଣ୍ଡରେ ନାଲି ରଂଗର ଆଲୋକ ଦେଖିବାକୁ ମିଳିଥିଲା । ଯାହାକୁ ଚମତ୍କାର ଭାବି ଲୋକମାନେ ପୂଜା କରିବାକୁ ଲାଗିଥିଲେ ।

ସୋସିଆଲ ମିଡିଆରେ ମଧ୍ୟ ଏହି ଆଲୋକଥିବା ସାପର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଏକ କୁକର କୋବ୍ରାକୁ ଦେଖି ଭୁକୁଛି ।

ଶୁଣିବାକୁ ମିଳିଛି ଯେ ସେଠାକାର ବାସିନ୍ଦା ଅବିନାଶଙ୍କ କୁକୁର ହଠାତ ଜୋରରେ ଭୁ୍କିବାକୁ ଲାଗିଥିଲେ । ଏହିକାରଣରୁ ତାଙ୍କୁ ଲାଗିଥିଲା କ୍ଷେତରେ କେହି ପଶୁ ପଶି ଯାଇଛି । ମାତ୍ର ଦେଖିବାକୁ ଗଲାବେଳକୁ ଏକ ସାପ ନଜର ଆସିଥିଲା । ଏହି ବ୍ୟକ୍ତି ଜଣକ ସୋସିଆଲ ମିଡିଆରେ ଘଟଣାର ଫଟୋ ପକାଇବାପରେ ଏବେ ଏହା ଭାଇରାଲ ହେବାରେ ଲାଗିଛି । ଏହିବିଷୟରେ ବୈଜ୍ଞାନିକ ଜାଣିଲା ପରେ ଭତ ଦେଇଛନ୍ତି ଯେ କୌଣସି ପ୍ରଜାତିର ସାପ ମୁଣ୍ଡରୁ ଆଲୋକ ବାହାରି ନଥାଏ । ସୂର୍ଯ୍ୟ କିରଣ ସାପ ମୁଣ୍ଡରେ ପଡିଥିବାରୁ ଏଭଳି ଦେଖାଯାଉଛି ବୋଲି ମତ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More