Only for Entertainment

ସୁଟିଂ ସମୟରେ କୋ ଆକ୍ଟର କରିଥିଲା ଏଭଳି କାମଯେ ଜୟା ମାରିଥିଲେ ଥାପଡ଼ ।

india.com
0 44

କେବେ ବୋହୁ ତ କେବେ ଭାଉଜ ଆଉ କେବେ ଗ୍ଲାମରସ ଅନ୍ଦାଜରେ ଫିଲ୍ମରେ ଏଂଟରଟେନ ଭରି ଦେଇଥିଲେ ଏବଂ ଦର୍ଶକଙ୍କ ହୃଦୟକୁ ଜିତି ପାରିଥିଲେ । ଲମ୍ବା କ୍ୟାରିଅର ପରେ ସେ ଏବେ ରାଜନୀତିରେ ପ୍ରବେଶ କରିଛନ୍ତି ।୧୪ ବର୍ଷ ବୟସରେ ତାଙ୍କୁ ପ୍ରଥମ ଫିଲ୍ମ ଅଫର ମିଳିଥିଲା ।

ସ୍କୁଲ ପର୍ଫମାନ୍ସରେ ଦେଖିବା ପରେ ନିର୍ଦ୍ଦେଶକଙ୍କ ଲମ୍ବା ଲାଇନ ଲାଗିଥିଲା ଜୟାଙ୍କ ପାଇଁ । ସେହି ଗୀତରେ ସେ ମାତ୍ର ୧୦ ଟଙ୍କା ପାଇଥିଲେ । ୧୯୭୬ରେ ସେ ବଡ଼ ଷ୍ଟାର ହୋଇଥିଲେ ।

ଏକ ଫିଲ୍ମ ସୁଟିଂ ସମୟରେ କୋ ଷ୍ଟାର ଦଲ୍ଲିପ ତାହିଲ ଜୟାଙ୍କୁ ଜାବୁଡ଼ି ଧରି ପକାଇଥିଲେ । ଏହାପରେ ଜୟା ତାଙ୍କୁ ଜୋରରେ ଏକ ଥାପଡ଼ ମାରିଥିଲେ । ତାଙ୍କର ଏହି କାମରେ ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇ ରହି ଯାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More