Only for Entertainment

ଘରେ କଇଁଛ ରଖିଛନ୍ତି କି ? ଜାଣି ରଖନ୍ତୁ ରଖିବାର ସଠିକ ଦିଗ ।

aliexpress
32

ପେଙ୍ଗଶୁଇ ଅନୁସାରେ ଘରେ ଉଇଣ୍ଡି ଚାଇମ, ଲାଫିଙ୍ଗ ବୁଦ୍ଧା, ଫୁଲ ରଖିବା ବ୍ୟତିତ କଇଁଛ ରଖିବା ମଧ୍ୟ ଶୁଭ ବୋଲି କୁହାଯାଇଥାଏ । କିନ୍ତୁ କୌଣସି ଜିନିଷ ରଖିବା ଫାଇଦା ସେତେବେଳେ ମିଳିଥାଏ ଯେବେ ଏହାକୁ ସଠିକ ଦିଗରେ ରଖାଯାଇଥାଏ । କଇଁଛକୁ ସଠିକ ଦିଗରେ ରଖିବା ଫଳରେ ଘରେ ସୁଖ ଶାନ୍ତି ବଢିବା ସହିତ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧିରେ ବୃଦ୍ଧି ହୋଇଥାଏ । ତେବେ ଆସନ୍ତୁ ଜାଣିବା ପେଙ୍ଗଶୁଇ ଅନୁସାରେ କେଉଁ ଦିଗରେ କଇଁଛ ରଖିବା ଦରକାର ।

  • କଳା ରଙ୍ଗର କଇଁଛକୁ ଉତ୍ତର ଦିଗରେ ରଖନ୍ତୁ । ଏହି ଦିଗରେ ରଖିବା ଫଳରେ ବିଜନେସ ଏବଂ କ୍ୟାରିୟରରେ ସଫଳତା ମିଳିଥାଏ ।
  • ପଶ୍ଚିମ ଦିଗରେ କଇଁଛ ରଖିବା ଫଳରେ ଘରକୁ ନକରାତ୍ମକ ଶକ୍ତି ଆସିନଥାଏ ।
  • କ୍ରିଷ୍ଟଲର କଇଁଛକୁ ସର୍ବଦା ଦକ୍ଷିଣ-ପଶ୍ଚିମ କିମ୍ବା ଉତ୍ତର-ପଶ୍ଚିମ ଦିଗରେ ରଖନ୍ତୁ ।
  • କାଠରେ ତିଆରି ହୋଇଥିବା କଇଁଛକୁ ପୂର୍ବ କିମ୍ବା ଦକ୍ଷିଣ-ପୂର୍ବ ଦିଗରେ ରଖିବା ଶୁଭ ହୋଇଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More