Only for Entertainment

କିପରି ୨୦ ମିନିଟରେ ମମତା ସାଜଲେ ଅନୁଷ୍କା,ଦେଖନ୍ତୁ ମେକିଂ ଭିଡ଼ିଓ ।

youtube
0 32

ଫିଲ୍ମ ସୁଇ ଧାଗରେ ଅନୁଷ୍କା ଶର୍ମା ପ୍ରଥମ ଥର ଏକ ଭିନ୍ନ ଚରିତ୍ରରେ ନଜର ଆସିବେ । ଫିଲ୍ମରେ ଅନୁଷ୍କା ମମତାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ତେବେ ଏକ ସାଧାରଣ ଦରଜୀର ପରିବାରକୁ ନେଇ ପ୍ରସ୍ତୁତ ଏହି କାହାଣୀ,ଯେଉଁଥିରେ ଦେଖିବାକୁ ମିଳିବ ସଂଘର୍ଷର ଏକ କରୁଣ ଚିତ୍ରପଟ୍ଟ । ତେବେ ଫିଲ୍ମ ସୁଟିଂ ସମୟରେ ଅନୁଷ୍କା କିପରି ମମତା ସାଜିଥିଲେ,ଦେଖନ୍ତୁ ତାହାର ମେକିଂ ଭିଡ଼ିଓ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More