Only for Entertainment

ଜାଣନ୍ତୁ ଆଜିର ରାଶିଫଳ

78

ମେଷ: କୌଣସି ବ୍ୟକ୍ତିଙ୍କ ସହିତ ମନର ମେଳ ହେବ। ବ୍ୟବସାୟରେ ବଡ଼ ସଉଦା କରିପାରନ୍ତି। ରାଜନୀତି କ୍ଷେତ୍ରକୁ ଯିବା ପାଇଁ ବିଚାର କରିବେ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୮।

ବୃଷ: ସରକାରୀ ଚାକିରିଆଙ୍କ ଲାଗି ଦିନଟି ଉତ୍ତମ ରହିବ। ସୁସମ୍ବାଦ ପାଇବେ। ଲୋକ ମାନଙ୍କ ସହିତ ଘନିଷ୍ଠତା ବଢ଼ିବ। ରାଜନୀତିରେ ସୀମା ବଢ଼ାଇବେ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୬।

ମିଥୁନ: ଆପଣ ନିଜର କାମକୁ ଠିକ୍‌ ଭାବେ ନିର୍ବାହ କରିବେ। ଅଧିକାରୀଙ୍କ ସହିତ ବିଶେଷ ସ˚କ୍ରାନ୍ତରେ ଆଲୋଚନା କରିବେ। ନୂଆ ପ୍ରେମ ଆରମ୍ଭ ହୋଇପାରେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା:୫।

କର୍କଟ: କାମ ସ˚ପୂର୍ଣ୍ଣ ହେବା ଯୋଗୁଁ ଆରାମ ଅନୁଭବ କରିବେ। ଧନ ସ˚କ୍ରାନ୍ତରେ ସ୍ଥିତି ଠିକ୍‌ ରହିବ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୬।

ସି˚ହ: ବ୍ୟବହାରରେ ପରିବର୍ତ୍ତନ ଆଣିବା ଲାଗି ଭଲଦିନଟିଏ। କୌଣସି ନୂଆ ଅନୁବନ୍ଧରେ ଆପଣଙ୍କୁ ଲାଭ ହେବ। ପରିବାରର ସ୍ଥିତି ଠିକ୍‌ ରହିବ। ଶୁଭରଙ୍ଗ: କଫିରଙ୍ଗ। ଶୁଭସ˚ଖ୍ୟା: ୨।

କନ୍ୟା: ବ୍ୟବସାୟରେ ଅଟକି ଥିବା ପଇସା ପାଇବେ। କୌଣସି ମିତ୍ର ଆପଣଙ୍କୁ ଦେଖା କରିବାକୁ ଆସିବେ। ପାରିବାରିକ ଜୀବନ ସୁଖମୟ ହେବ। ସ୍ବାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୩।

ତୁଳା: ଚାକିରିରେ ନିଜର ଦାୟିତ୍ବକୁ ସୁରୁଖୁରରେ ତୁଲାଇବେ। ସହକର୍ମୀଙ୍କ ବ୍ୟବହାରରେ ଖୁସି ରହିବେ। ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହି ପାରନ୍ତି। ଶୁଭରଙ୍ଗ: ଆକାଶିନୀଳ। ଶୁଭସ˚ଖ୍ୟା: ୭।

ବିଛା: ଦିନଟି ଉତ୍ସାହ ଭରା ରହିବ। ଅଧିକତର କାମ ସମୟରେ ସମାପ୍ତ କରିବାର ସଫଳ ହେବେ। ଅଫିସରେ ଅନ୍ୟମାନଙ୍କ ସମ୍ମୁଖରେ ନିଜର ମତ ରଖିବାରେ ସକ୍ଷମ ହେବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯।

ଧନୁ: ଅଧିକାରୀଙ୍କୁ ପ୍ରସନ୍ନ କରିବା ପାଇଁ ଦିନଟିଏ। ଉନ୍ନତି ଲାଗି କିଛି ସାଧନ ମିଳିପାରେ। ରାଜନୀତିରେ ମନୋକାମନା ପୂରଣ ହେବ। ସ୍ବାସ୍ଥ୍ୟରେ ସୁଧାର ହେବ। ଶୁଭରଙ୍ଗ: ମେରୁନ। ଶୁଭସ˚ଖ୍ୟା: ୬।

ମକର: ବ୍ୟବସାୟରେ ତୁରିତ ଫଇସଲା ଲାଭପ୍ରଦ ହେବ। ରାଜନୈତିକ ସ˚ପର୍କରୁ ସ୍ଥଗିତ ଥିବା କାମ ଆଗକୁ ବଢ଼ିବ। ପ୍ରେମ ସମ୍ବନ୍ଧରେ ମଜଭୁତ ଆସିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା:୯।

କୁମ୍ଭ: ସାମାଜିକ କାର୍ଯ୍ୟରେ ସହଭାଗିତା କରିବେ। କ୍ୟାରିୟର ଗଢ଼ିବା ଲାଗି ଭଲ ସୁଯୋଗ ମିଳିପାରେ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯିବେ। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା:୯।

ମୀନ: ବିଶିଷ୍ଟ ଲୋକଙ୍କ ସହିତ ମିଶିବା ଲାଭପ୍ରଦ ହେବ। ଚାକିରିଆଙ୍କ ପାଇଁ ଦିନଟି ଠିକ୍‌ ରହିବ। ବେପାରରେ ଉନ୍ନତି ହେବ। ପରିବାରରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା:୮।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More