Only for Entertainment

ଜାଣନ୍ତୁ ଆଜିର ରାଶିଫଳ

47

ମେଷ: ଆପଣଙ୍କ ମନ ଧାର୍ମିକ କାର୍ଯ୍ୟରେ ଲାଗି ରହିପାରେ। କିଛି ସମସ୍ୟାର ସାମନା କରିବାକୁ ପଡ଼ିପାରେ। ସହକର୍ମୀଙ୍କ ସହଯୋଗ ପାଇବା ଲାଗି ଚେଷ୍ଟା କରିବାକୁ ହେବ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୪।

ବୃଷ: ଆପଣଙ୍କ ଜୀବନ ଲାଗି ସଫଳତାର ଦିନଟିଏ। ବିଭିନ୍ନ ଲୋକଙ୍କ ସହିତ ମିଶିବେ। ଭାବିଥିବା କାମ ବିନା ବାଧା ବିଘ୍ନରେ ସ˚ପନ୍ନ ହେବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୩।

ମିଥୁନ: ଆପଣଙ୍କ ଜୀବନକୁ ଆହୁରି ବଢ଼ିଆ କରି ଗଢ଼ିବା ପାଇଁ ଚେଷ୍ଟା କରିବେ। କୌଣସି ଖାସ୍‌ କାମରେ ଆପଣଙ୍କୁ ଲାଭ ମିଳିପାରେ। ମିତ୍ରଙ୍କ ସହିତ ଭେଟ ହେବ। ଶୁଭରଙ୍ଗ: ସବୁଜ। ଶୁଭସ˚ଖ୍ୟା: ୨।

କର୍କଟ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଖୋଦ୍‌କୁ ଆର୍ଥିକ ରୂପେ ମଜଭୁତ ଅନୁଭବ କରିବେ। କୌଣସି ବରିଷ୍ଠ ଆଇନ ପରାମର୍ଶଦାତାଙ୍କ ସାହାଯ୍ୟ ପାଇବେ। ଶୁଭରଙ୍ଗ: ଘିଅ ରଙ୍ଗ। ଶୁଭସ˚ଖ୍ୟା: ୫।

ସି˚ହ: ଅଧୁରା କାମ ଯଥା ସମୟରେ ପୂରା କରିନେବେ। ଅଫିସରେ କିଛି ବଡ଼ ସଉଦା କରିବାର ସୁଯୋଗ ମିଳିପାରେ। ଆପଣଙ୍କ ବନ୍ଧୁ ତାଲିକାରେ ଭଲ ଲୋକ ଯୋଡ଼ିବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୭।

କନ୍ୟା: ଶିକ୍ଷା କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ଉନ୍ନତି ହେବ। ନେତା ଆପଣଙ୍କୁ ନୂଆ କାର୍ଯ୍ୟ ଅର୍ପଣ କରିବେ। ବ୍ୟବସାୟ ସ˚କ୍ରାନ୍ତରେ ଦିନଟି ଭଲ ହେବ। ଶୁଭରଙ୍ଗ: କଫି ରଙ୍ଗ। ଶୁଭସ˚ଖ୍ୟା: ୨।

ତୁଳା: ଦିନଟି ବଢ଼ିଆ ରହିବ। କ୍ୟାରିୟର ସ˚କ୍ରାନ୍ତରେ କୌଣସି ବଡ଼ ସଫଳତା ପାଇବେ। ଆର୍ଥିକ ସ୍ଥିତି ମଜଭୁତ ବଜାୟ ରହିବ। ବୈବାହିକ ଜୀବନ ଖୁସି ଭରା ରହିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୧।

ବିଛା: ଦିନଟି ଆଶାଠୁଁ ଅଧିକ ଭଲ ରହିବ। କାର୍ଯ୍ୟ କ୍ଷେତ୍ରରେ କିଛି ପରିବର୍ତ୍ତନ ଆଣିବା ଲାଗି ଭାବି ପାରନ୍ତି। ଜୀବନସାଥୀଙ୍କ ଠାରୁ ଉପହାରରେ ଉପଯୋଗୀ ବସ୍ତୁ ପାଇବେ। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୯।

ଧନୁ: ନିତିଦିନିଆ କାମରେ ଟିକେ ଗତିରୋଧ ହୋଇପାରେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରିବାକୁ ଚେଷ୍ଟା କରନ୍ତୁ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨।

ମକର: ଖୋଦ୍‌କୁ ଗର୍ବରେ ଭରା ଅନୁଭବ କରିବେ। ଓକିଲଙ୍କ ଲାଗି ଦିନଟି ଅନୁକୂଳ। କଳା କ୍ଷେତ୍ରରେ ଆପଣଙ୍କର ନାମ ହେବ। କାରବାରରେ ପୁଞ୍ଜି ଲଗାଣ ପାଇଁ ଭାବିବେ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୫।

କୁମ୍ଭ: ପରିବାର ଲୋକଙ୍କ ସହିତ ଠାକୁର ଦର୍ଶନ ପାଇଁ ମନ୍ଦିରକୁ ଯିବେ। କିଛି ନୂଆ ସୁଯୋଗ ମିଳିପାରେ। ଧନ ସ˚ପର୍କିତ ମାମଲାର ସମାଧାନ ଅତିଶୀଘ୍ର ବାହାରି ଯିବ। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୭।

ମୀନ: ଇଷ୍ଟଦେବଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ। କୌଣସି ମିତ୍ରଙ୍କ ସହିତ ମିଶିବାର ଯୋଗ ରହିଛି। ଆପଣଙ୍କ କ୍ୟାରିୟର ଲାଗି ଉନ୍ନତିର ନୂଆ ରାସ୍ତା ଖୋଲିବ। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୭।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More