Only for Entertainment

ଜାଣନ୍ତୁ ଆଜିର ରାଶିଫଳ

55

ମେଷ: ମଉଜ ମଜଲିସ ପାଇଁ ସୁଯୋଗ ମିଳିବ। ପ୍ରିୟ ବନ୍ଧୁଙ୍କ ସହ ସଂପର୍କ ମଜଭୁତ ହେବ। ବ୍ୟବସାୟରେ ଲାଭ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।

ବୃଷ: ଆଧୢାତ୍ମିକ ଦିଗରେ ମନ ଲାଗି ରହିବ। ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ନୂଆ ସୁଯୋଗ ମିଳିପାରେ। ଆର୍ଥିକ ପକ୍ଷ ମଜଭୁତ ହେବ।

ମିଥୁନ: ସକରାତ୍ମକ ଭାବନାରେ ଦିକଟି କଟିବ। ପରିବାର ଲୋକଙ୍କ ସହିତ ଧର୍ମସ୍ଥାନକୁ ଯାତ୍ରା। ବ୍ୟାବସାୟିକ କାରବାର ବଢ଼ିବ।

କର୍କଟ: ବିଚାରରେ ସକରାତ୍ମକ ବଜାୟ ରଖନ୍ତୁ। କୌଣସି ବିଶେଷ ବ୍ୟକ୍ତିଙ୍କ ସହ ସାକ୍ଷାତ୍‌ ହୋଇପାରେ। ବ୍ୟବସାୟରେ ବିରୋଧୀମାନଙ୍କ ପ୍ରତି ସାବଧାନ ରହନ୍ତୁ।

ସି˚ହ: ଠିକ୍‌ ସମୟରେ କାମ ସଂପୂର୍ଣ୍ଣ ହେବ। ସାମାଜିକ କାର୍ଯ୍ୟ କରିବା ସୁଯୋଗ ପାଇବେ। ବୈବାହିକ ଜୀବନରେ ମଧୁରତା ବଜାୟ ରହିବ।

କନ୍ୟା: କ୍ୟାରିଅରରେ ଉତ୍ତମ ସୁଯୋଗ ମିଳିବ। ଲେଖକଙ୍କ ପାଇଁ ଦିନଟି ଶୁଭ। କୌଣସି ପାରିବାରିକ ସମାରୋହକୁ ଯାଇପାରନ୍ତି।

ତୁଳା: କୌଣସି ବିଷୟରେ ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଆଲୋଚନା କରିବେ। ନିର୍ଦ୍ଦିଷ୍ଟ ସମସ୍ୟାର ସମାଧାନ ଲାଗି ରାସ୍ତା ମିଳିବ। ଦାଂପତ୍ୟ ସମ୍ବନ୍ଧରେ ପ୍ରସନ୍ନତା।

ବିଛା: ରୋଜଗାର ବଢ଼ିବ। ଶତ୍ରୁଙ୍କୁ ମୁକାବିଲା କରିବେ। ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ। ଜୀବନସାଥୀଙ୍କ ସହିତ ତାଳମେଳ ବଜାୟ ରହିବ।

ଧନୁ: ଉନ୍ନତି ଲାଗି କୌଣସି ଉତ୍ତମ ସୁଯୋଗ। ଆର୍ଥିକ ମଜଭୁତ ବଜାୟ ରହିବ। ପାରିବାରିକ ଜୀବନ ସୁଖ।

ମକର: ଧାର୍ମିକ କାର୍ଯ୍ୟରେ ରୁଚି। କଥା ଓ କାମ କରିବାର କୌଶଳ ଦ୍ବାରା ଅନ୍ୟକୁ ଖୁସି କରିବେ। ବନ୍ଧୁମାନଙ୍କ ସହିତ ଭଲରେ ସମୟ ବିତିବ।

କୁମ୍ଭ: ଦିନଟି ସବୁ ଦୃଷ୍ଟିରୁ ଭଲ। ସାମାଜିକ କାର୍ଯ୍ୟରେ ଅ˚ଶଗ୍ରହଣ କରିବେ। ବେପାରରେ ଅଧିକ ଧନଲାଭ।

ମୀନ: ମିଠା କଥା କହି ସମସ୍ତଙ୍କ ହୃଦୟ ଜିଣିବେ। କୌଣସି ଜରୁରି କାମରେ ବଡ଼ ଭାଇ ଭଉଣୀଙ୍କ ସହଯୋଗ ପାଇବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More