Only for Entertainment

ବ୍ରେକ ଅପ ପରେ ଝିଅମାନେ ନିହାତି କରିଥାନ୍ତି ଏହି କାମ ।

armada news
47

ପ୍ରେମରେ ବ୍ରେକ ଅପ ପରେ ଝିଅମାନେ ଭୁଲିବା ପାଇଁ ସମୟ ନେଇଥାନ୍ତି । ସେମାନେ ହଠାତ ଦୁଃଖ ମଧ୍ୟରୁ ବାହାରିପାରି ନଥାନ୍ତି । ତେଣୁ ଏହାପରେ ସେମାନେ ଏଭଳି କିଛି କାମ କରିଥାନ୍ତି ।
ମନକୁ ହାଲକା କରିବା ପାଇଁ ଝିଅମାନେ ବନ୍ଧୁ ମାନଙ୍କ ସହିତ ଅଧିକ ମିଳାମିଶା କରିଥାନ୍ତି । ଏହି ମଧ୍ୟରେ ସେ ଏଭଳି ଏକ ଘନିଷ୍ଠ ବନ୍ଧୁ ବନାନ୍ତି ଯାହାକୁ ସେ ସମସ୍ତ କଥା ଶେୟାର କରିପାରିବେ ।
ଏକ୍ସ ବଏଫ୍ରେଣ୍ଡର ଅଫେୟର୍ସ ବିଷୟରେ ଜାଣିବା ପାଇଁ ସେମାନେ ବନ୍ଧୁ ମାନଙ୍କ ସହାୟତା ନେଇଥାନ୍ତି ।
ପ୍ରଥମେ ସୋସିଆଲ ମିଡିଆରେ ବଏଫ୍ରେଣ୍ଡକୁ ବ୍ଲକ କରନ୍ତି ଏବଂ ପୁଣିଥରେ ଅନବ୍ଲକ କରିଥାନ୍ତି ।
କେବେ କେବେ ଝିଅମାନେ ଫୋନ କରି ଗାଳି ଗୁଲଜ ମଧ୍ୟ କରିଥାନ୍ତି ।
ବ୍ରେକ ଅପ ପରେ ଝିଅମାନେ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ ରହିଥାନ୍ତି । ଏଭଳି କରିବାର କାରଣ ହେଉଛିଯେ ତାଙ୍କ ବଏଫ୍ରେଣ୍ଡ ଭାବିବଯେ ସେ ମଧ୍ୟ ତା ବିନା ଖୁସି ଅଛନ୍ତି ।
କେତେକ ଝିଅ ସପିଂ କରିବାକୁ ଭଲ ପାଆନ୍ତି । କାରଣ ଏହା ଦ୍ୱାରା ସେମାନଙ୍କର ଷ୍ଟ୍ରେସ କମ ହୋଇଯାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More