Only for Entertainment

ପାର୍ଟି ସାରି ଘରକୁ ଯାଉଥିଲେ ଅକ୍ଷୟ,କିନ୍ତୁ ପାର୍କିଂରେ ଯାହା ଘଟିଲା,ଆପଣ ମଧ୍ୟ ଦେଖନ୍ତୁ ।

youtube
0 107

ବଲିଉଡ ଖିଲାଡ଼ୀ ଅକ୍ଷୟ କୁମାର ଶନିବାର ରାତିରେ ତାଙ୍କ ୫୧ ତମ ଜନ୍ମଦିନ ପାଳନ କରିଛନ୍ତି । ମୁମ୍ବାଇର ଏକ ହୋଟେଲରେ ସେ ଟ୍ୱିଙ୍କଲଙ୍କ ସମେତ ଅନ୍ୟ କିଛି ବନ୍ଧୁଙ୍କ ସହିତ ଜନ୍ମଦିନ ପାଳନ କରିଥିଲେ । ବବି ଦେଓଲ,ତାନ୍ୟା ଦେଓଲ,ଫରାହ ଖାନ,ସନି ଦେଓଲ ଏବଂ ଅନୁ ମଧ୍ୟ ଉପସ୍ଥିତ ଥିଲେ । କିନ୍ତୁ ଜନ୍ମଦିନ ପାଳନ କରି ହୋଟେଲ ବାହାରକୁ ଆସିବା ପରେ କିଛି ଏଭଳି ଘଟିଥିଲା ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହିତ ହସିବାକୁ ମଧ୍ୟ ଲାଗିଲେ । କାରଣ ଅକ୍ଷୟ ପାର୍କିଂରେ ତାଙ୍କ କାର୍କୁ ଚିହ୍ନି ପାରି ନଥିଲେ ।

ସେଠାରେ ନିଜ ଗାଡ଼ି ଜାଣି ନପାରି ମୋ ଗାଡ଼ି କେଉଁଟି ବୋଲି ବବି ଦେଓଲଙ୍କୁ ପଚାରିଥିଲେ । ତେବେ ସେ ନିଜ ବନ୍ଧୁଙ୍କ ଗାଡ଼ିକୁ ନିଜ ଗାଡ଼ି ଭାବି ବସିବାକୁ ଯାଉଥିଲେ ଯାହାକୁ ଦେଖି ସେଠାରେ ଉପସ୍ଥିତ ସମସ୍ତେ ହସିବାକୁ ଲାଗିଲେ । ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More