Only for Entertainment

ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ମହିଳା ଏବଂ ପୁରୁଷ ଉଭୟ ଦେଖା ଯାଆନ୍ତି ସୁନ୍ଦର !

191

ସାଧାରଣତଃ ବିବାହ ପରେ ସ୍ୱାମୀ ସ୍ତ୍ରୀ ଶାରୀରିକ ସମ୍ପର୍କ ରଖିଥାନ୍ତି ସନ୍ତାନ ପ୍ରାପ୍ତି ଆଶାରେ । ତେବେ ଯୌନବିଜ୍ଞାନୀ ମାନଙ୍କ ମତରେ ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ସୁନ୍ଦର ଦିଶିଥାନ୍ତି , କାରଣ ଏହା ଶରୀର କୁ ଶାନ୍ତ ରଖିବା ସହିତ ମାନସିକ ଶାନ୍ତି ମଧ୍ୟ ଦେଇଥାଏ ଓ ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ଏହା ମତିଷ୍କକୁ ସତେଜ ରଖିଥାଏ । ଏହାଦ୍ୱାରା ଅବସାଦ ଦୂର ହେଇଥାଏ ।

ଶାରୀରିକ ସମ୍ପର୍କ ରଖିଲେ କମ ବୟସରେ ବାର୍ଦ୍ଧକ୍ୟ ଆସିନଥାଏ । ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ଯୌବନକୁ ଦୀର୍ଘସ୍ଥାୟୀ କରିଥାଏ ଓ ତ୍ୱଚାକୁ ସୁନ୍ଦର ଏବଂ ଉଜ୍ୱଳତା ରଖିବାରେ ସାହାଯ୍ୟ କରିଥାଏ । ପତି ପତ୍ନୀ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ରେ ସାହାଯ୍ୟ କରିଥାଏ  ଶାରୀରିକ ସମ୍ପର୍କ । ଏହାକୁ ଏକ ଶାରୀରିକ ବ୍ୟାୟାମ ମଧ୍ୟ କୁହାଯାଇପାରେ ଏହାଦ୍ୱାରା ମେଦ ବୃଦ୍ଧି ହେଇନଥାଏ , ଉଞ୍ଚ ରକ୍ତଚାପ ,ହୃଦଘାତ ,ମଧୁମେହ ହେବାର ସମ୍ଭାବନା ମଧ୍ୟ ନଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More