Only for Entertainment

ଜାଣନ୍ତୁ ମାଟି ପାତ୍ରରେ ଖାଦ୍ୟ ପ୍ରସ୍ତୁତ କରିବାର ଉପକାରିତା

thespruceeats
37

ରୋଷେଇ ଘରେ ବ୍ୟବହାର କରୁଥିବା ବାସନକୁସନ ଆମ ସ୍ୱାସ୍ଥ୍ୟ ଉପରେ ବହୁ ପ୍ରଭାବ ପକାଇଥାଏ। ମାଟି ପାତ୍ରରେ ଖାଦ୍ୟ ପ୍ରସ୍ତୁତ କରିବା ଓ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଅଟେ। ଏଥିରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ବହୁତ ସ୍ୱାଦିଷ୍ଟ ଓ ପୌଷ୍ଟିକ ଅଟେ। ଜାଣନ୍ତୁ ମାଟି ପାତ୍ରରେ ଖାଦ୍ୟ ପ୍ରସ୍ତୁତ କରିବା କିଭଳି ଲାଭଦାୟକ ଅଟେ..

  • ସ୍ୱାଦିଷ୍ଟ ଭୋଜନ –
    ମାଟି ପାତ୍ରରେ ପ୍ରସ୍ତୁତ ଖାଦ୍ୟ ଅନ୍ୟ ବାସନରେ ପ୍ରସ୍ତୁତ ଖାଦ୍ୟ ଅପେକ୍ଷା ଅଧିକ ସ୍ୱାଦିଷ୍ଟ ଲାଗିଥାଏ। ଏଥିରେ ପ୍ରସ୍ତୁତ ଖାଦ୍ୟ ସଠିକ ଭାବେ ପ୍ରସ୍ତୁତ ହେବା ସହ ଖାଦ୍ୟରେ ଥିବା ଭିଟାମିନ ନଷ୍ଟ ହୋଇନଥାଏ।
  • ପୁଷ୍ଟିଯୁକ୍ତ ଆହାର –
    ମାଟି ପାତ୍ରରେ ପ୍ରସ୍ତୁତ ଖାଦ୍ୟ ଅଧିକ ପୁଷ୍ଟିଯୁକ୍ତ ହୋଇଥାଏ। ଏହି ଖାଦ୍ୟ ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ଦୂର ହୋଇଥାଏ। ମାନସିକ ଦୁଶ୍ଚିତା ମଧ୍ୟ କମ ହୋଇଥାଏ।
  • ଖାଇବା ଶୀଘ୍ର ପ୍ରସ୍ତୁତ ହୋଇଥାଏ-
    ମାଟି ପାତ୍ରରେ ରେଷେଇ କରିବା ଫଳରେ ଗରମ ଗ୍ୟାସ ସହଜରେ ବାରକୁ ବାହାରି ନଥାଏ । ଏହି କାରଣରୁ ଖାଦ୍ୟ ଶୀଘ୍ର ପ୍ରସ୍ତୁତ ହୋଇଯାଏ । ଏହା ସହ ମାଟି ପାତ୍ରରେ ଯେଉଁ ଖାଇବା ପ୍ରସ୍ତୁତି କରାଯାଏ ତାହା ଶୀଘ୍ର ନଷ୍ଟ ହୁଏ ନାହିଁ । ଏହ ବ୍ୟତିତ ଖାଇବାକୁ ପୁଣିଥରେ ଗରମ କରିବାକୁ ପଡେ ନାହିଁ ।
  • ଖାଇବା ଶୀଘ୍ର୍ର ପ୍ରସ୍ତୁତ ହୋଇଥାଏ-
    ମାଟି ପାତ୍ରରେ ରେଷେଇ କରିବା ଫଳରେ ଗରମ ଗ୍ୟାସ ସହଜରେ ବାରକୁ ବାହାରି ନଥାଏ । ଏହି କାରଣରୁ ଖାଦ୍ୟ ଶୀଘ୍ର ପ୍ରସ୍ତୁତ ହୋଇଯାଏ । ଏହା ସହ ମାଟି ପାତ୍ରରେ ଯେଉଁ ଖାଇବା ପ୍ରସ୍ତୁତି କରାଯାଏ ତାହା ଶୀଘ୍ର ନଷ୍ଟ ହୁଏ ନାହିଁ । ଏହ ବ୍ୟତିତ ଖାଇବାକୁ ପୁଣିଥରେ ଗରମ କରିବାକୁ ପଡେ ନାହିଁ ।
  • ଇକେ ଫ୍ରେଣ୍ଡଲୀ-
    ଯଦି ମାଟି ପାତ୍ର ଭାଙ୍ଗି ଯାଏ କିମ୍ବା ଖରାପ ହୋଇଯାଏ ତେବେ ଏହା ମାଟିରେ ସହଜରେ ମିଶି ଯାଏ କିନ୍ତୁ ଆଜି କାଲି ବ୍ୟବହାର କରାଯାଉଥିବା ବାସନ ମାଟିରେ ମିଶେ ନାହିଁ । ସେଥିପାଇଁ ମାଟି ପାତ୍ରକୁ ଇକୋ ଫ୍ରେଣ୍ଡଲୀ କୁହାଯାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More