Only for Entertainment

ଇରଫାନ ଖାନଙ୍କ ଅଭିନୀତ କାରୱାଁ ଫିଲ୍ମ ନୂଆ ଗୀତ ରିଲିଜ, କୀର୍ତ୍ତି ଖରବନ୍ଦାଙ୍କର ହେବ ସ୍ପେଶାଲ ଏଂଟ୍ରି ।

Mumbai Mirror
0 44

ଇରଫାନ ଖାନ ଙ୍କ ନୂଆ ଫିଲ୍ମ କାରୱାର ନୂଆ ଗୀତ ‘ସାସେଁ’ ରିଲିଜ ହୋଇଛି । ଏହି ଗୀତକୁ ମ୍ୟୁଜିକ ପ୍ରଡ୍ୟୁସର ପ୍ରତୀକ କୁହାଡ କମ୍ପୋଜ କରିଛନ୍ତି । ପ୍ରତୀକ ଏହି ଗୀତ ଲେଖିବା ସହ ଗାଇଛନ୍ତି ମଧ୍ୟ । ଏହି ଗୀତକୁ ଇରଫାନ ଖାନଙ୍କ ବ୍ୟତୀତ ଅନ୍ୟ କଳାକାର ତଥା ଦଲକୀର ସଲମାନ ଏବଂ ମିଥିଳା ପାରକାରଙ୍କୁ ନେଇ ପ୍ରସ୍ତୁତ କରାଯାଇଛି ।

ସବୁଠାରୁ ମଜାଦାର କଥା ହେଉଛି ଏହି ଗୀତରେ ସ୍ପେଶାଲ ଅପିଏରେନ୍ସରେ ନଜର ଆସିଛନ୍ତି କୀର୍ତ୍ତି ଖରବନ୍ଦା । ଦେଖନ୍ତୁ ଏହି ଗୀତ-

ଏହି ଫିଲ୍ମର କାହାଣୀ ଯାହା ଆମେ ଆପଣଙ୍କୁ ଆଗରୁ ଜଣାଇଥିଲୁ ଯେ ୩ଜଣ ଅଜଣା ବ୍ୟକ୍ତିଙ୍କ ଉପରେ ଆଧାରିତ । ଯେଉଁମାନଙ୍କ ଜୀବନରେ ଭିନ୍ନ ଭିନ୍ନ ଚିନ୍ତା ଭରି ରହିଛି । ପ୍ରଡ୍ୟୁସର ରାନୀ ସ୍କ୍ରୁବାଲା ଏବଂ ନିର୍ଦ୍ଦେଶକ ଆକର୍ଷ ଖୁରାନାଙ୍କ ଏହି ଫିଲ୍ମ ୩ଅଗଷ୍ଟରେ ପରନାରେ ନଜର ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More