Only for Entertainment

ଡାର୍କ କମ୍ପଲେକ୍ସନ ପାଇଁ ହେବାକୁ ପଡ଼ିଥିଲା ଭେଦଭାବର ଶୀକାର,କୃଷ୍ଣାକାଳୀଙ୍କର ଦୁଃଖଭରା କାହାଣୀ ।

khabar.ndtv.com
0 39

ସୁନ୍ଦରତାର ଅର୍ଥ ନୁହେଁ ଗୋରା ହେବା । ଡାର୍କ କମ୍ପଲେକ୍ସନର ଲୋକ ମଧ୍ୟ ସୁନ୍ଦର ହୋଇଥାନ୍ତି । କିନ୍ତୁ ଆମକୁ ବୁଝିବାକୁ ପଡ଼ିବ ଯେ ସୁନ୍ଦରତା ଚେହେରାରେ ନୁହେଁ ବରଂ ହୃଦୟରୁ ସୃଷ୍ଟି ହୋଇଥାଏ । କିନ୍ତୁ ସମାଜରେ ଡାର୍କ କମ୍ପଲେକ୍ସନ ପାଇଁ ଲୋକଙ୍କୁ ଭେଦଭାବର ଶୀକାର ହେବାକୁ ପଡ଼ୁଛି । ଭାରତକୁ ବିଭିନ୍ନତାର ଦେଶ କୁହାଯାଏ । କିନ୍ତୁ ଏଠାରେ ମଧ୍ୟ ଏହିଭଳି ସମସ୍ୟା ଦେଖାଯାଏ ।

ଏହାର ଶୀକାର ହୋଇଛନ୍ତି ତ୍ରିପୁରାର କୃଷ୍ଣାକାଳୀ,ଯିଏ ତାଙ୍କର ଯାଦୁଭରା ସ୍ୱରରେ ନା କେବଳ ଜନପ୍ରିୟ ରିଆଲିଟି ଶୋ ଇଣ୍ଡିଆନ ଆଇଡଲ ୧୦ର ଜକ୍ସଙ୍କ ମନକୁ ଜିତି ପାରିଥିଲେ ବରଂ ଲୋକଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ କୃଷ୍ଣାକାଳୀ କହିଛନ୍ତିଯେ କେଉଁଭଳି ଭାବରେ ନିଜର ଡାର୍କ କମ୍ପେ୍ଲକ୍ସନ ପାଇଁ ସେ ଭେଦଭାବର ଶୀକାର ହୋଇଥିଲେ ।

କୃଷ୍ଣାକାଳୀ ସଲମାନ ଏବଂ ଐଶଙ୍କ ହମ ଦିଲ ଚୁକେ ସନମର ଗୀତ ଗାଉଛନ୍ତି । ସବୁଠାରୁ ଖାସ କଥା ହେଉଛି ଜଜ ମଧ୍ୟ ତାଙ୍କ ଗୀତରେ ଇମ୍ପ୍ରେଶ ହୋଇ ଯାଇଥିଲେ । ତାଙ୍କ କଳା ଯୋଗୁଁ କଲେଜ ବ୍ୟାଣ୍ଡରେ ମଧ୍ୟ ନିଆ ଯାଇଥିଲା । ଏହା ଶୁଣି ନେହା କଳର ଖୁବ ଆଶ୍ଚର୍ଯ୍ୟ ହୋଇଗଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More