Only for Entertainment

କୁନାଲ ଖେମୁଙ୍କ ୱେବସିରିଜ ‘ଅଭୟ’ର ଟ୍ରେଲର ରିଲିଜ । ସତ୍ୟ ଘଟଣା ଉପରେ ଆଧାରିତ ।

bollywood tadka
30

ବଲିଉଡ ଆକ୍ଟର କୁନାଲ ଖେମୁଙ୍କ ୱେବସିରିଜ ଅଭୟର ଟ୍ରେଲର ରିଲିଜ ହୋଇ ସାରିଛି । ଟ୍ରେଲରରେ କୁନାଲ ଏକ ପୋଲିସ ଚରିତ୍ରରେ ନଜର ଆସିଛନ୍ତି । ଫିଲ୍ମରେ କୁନାଲ ସମସ୍ତ କ୍ରାଇମକୁ ଧ୍ୱଂସ କରିବା ଲକ୍ଷରେ ଥିବାର ନଜର ଆସିଛନ୍ତି । ପିଲାମାନଙ୍କ ଅପହରଣ ଏବଂ ହତ୍ୟା ଉପରେ ପର୍ଯ୍ୟବେଷିତ ଏକ କେସକୁ ନେଇ ଲଢୁଥିବାର ଦେଖିବାକୁ ମିଳିବ ଏହି ୱେବସିରିଜରେ । ଟ୍ରେଲର ଦେଖିଲେ ମନେ ହେବ ଯେପରି କୁନାଲ ନିଜ ବ୍ୟକ୍ତିଗତ ଜୀବନ ଏବଂ ଆନୁଷ୍ଠାନିକ ଜୀବନ ମଧ୍ୟରେ ଫସି ଯାଇଛନ୍ତି । ସିରଜ ସତ୍ୟ ଘଟଣା ଉପରେ ଆଧାରିତ । ଯାହା ୭ ଫେବୃୟାରୀକୁ ଜି୫ରେ ଟେଲିକାଷ୍ଟ ହେବ ।

ୱର୍କଫ୍ରଂଟ କଥା କହିବା ତ କୁନାଲ ଖୁବଶୀଘ୍ର ବରୁଣ ଧାୱନ ଷ୍ଟାରର ଫିଲ୍ମ କଳଙ୍କରେ ନଜର ଆସିବେ । ଫିଲ୍ମରେ ତାଙ୍କ ବ୍ୟତୀତ ଆଲିୟା ଭଟ୍ଟ, ସୋନାକ୍ଷୀ ସିହ୍ନା ଏବଂ ଆଦିତ୍ୟ ରୟ କପୁର ମୁଖ୍ୟ ଚରିତ୍ରରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More