Only for Entertainment

କ’ଣ ବିବାହ ପରେ ମହିଳାଙ୍କ ଓଜନ ବଢିଯାଏ?

Naukri Nama
35

ଶାଶୁ ଘରେ ଘର ଲୋକଙ୍କ ପସନ୍ଦ ଅନୁସାରେ ଖାଦ୍ୟ ପ୍ରସ୍ତୁତ କରାଯାଏ । ଯଦି ନୂଆ ପରିବାର ଲୋକ କାର୍ବୋହାଇଡ୍ରେଟ ଖାଦ୍ୟ ଅଧିକ ଖାଆନ୍ତି ତେବେ ନବ ବିବାହିତ ମହିଳାଙ୍କୁ ମଧ୍ୟ ସେହି ଖାଦ୍ୟ ଖାଇବାକୁ ପଡ଼େ ଏବଂ ଧୀରେ ଧୀରେ ଓଜନ ବଢିଯାଏ ।

ବିବାହ ପୂର୍ବରୁ ସୁନ୍ଦର ଦେଖାଯିବା ପାଇଁ ଝିଅ ଉପରେ ଚାପ ପକାଯାଏ କିନ୍ତୁ ବିବାହ ପରେ ଏସବୁ ପ୍ରତି ଧ୍ୟାନ ଦିଆଯାଏ ନାହିଁ । ଯେଉଁ କାରଣରୁ ମହିଳାମାନେ ନିଜ ଓଜନ ପ୍ରତି ଦୃଷ୍ଟି ଦିଅନ୍ତି ନାହିଁ ।

ବିବାହ ପରେ ଶରୀରରେ ବିଭିନ୍ନ ପ୍ରକାରର ହର୍ମୋନାଲ ପରିବର୍ତ୍ତନ ଦେଖାଯାଏ ।ତେଣୁ ଏହା ଓଜନ ବଢିବାର ଏକ କାରଣ ।

ବିବାହ ପରେ ଏକ ନୂଆ ଘରେ ନିଜକୁ ଖାପଖୁଆଇ ଚଳିବା କଷ୍ଟ ହୁଏ ।ଏହା ଦ୍ୱାରା ଚିନ୍ତା ବଢିଯାଏ ।ତେଣୁ ଅଧିକ ଖାଦ୍ୟ ଖାଇ ଓଜନ ବଢିଯାଏ ।

ସବୁଠାରୁ ମୁଖ୍ୟ କଥା ହେଉଛି ବିବାହ ପରେ ଅନ୍ୟ ମାନଙ୍କ ଧ୍ୟାନ ରଖି ରଖି ନିଜ ଧ୍ୟାନ ନେବାକୁ ମହିଳାମାନେ ଭୁଲିଯାଆନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More