Only for Entertainment

ଜୀବନର ଏହି ୫ଟି ରାଜ ମହିଳାମାନେ କେବେ ମଧ୍ୟ ତାଙ୍କ ପତି ସହିତ ସେୟାର କରିନଥାନ୍ତି ।

ZenParent
0 48

ଆପଣ ପ୍ରାୟତଃ ଶୁଣିଥିବେଯେ ଲୋକମାନେ କୁହନ୍ତି ନାରୀ ମାନଙ୍କୁ ବୁଝିବା ଖୁବ କାଠିକର ପାଠ । ଏହି କଥା ବାସ୍ତବ ଜୀବନରେ ମଧ୍ୟ ଲାଗୁ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତିକି ଜୀବନ ସହିତ ଜଡ଼ିତ ଏଭଳି ୫ଟି ରାଜ ରହିଛି ଯାହାକୁ କୌଣସି ମହିଳା ସେମାନଙ୍କ ପତିଙ୍କ ସହିତ ସେୟାର କରିନଥାନ୍ତି । ଆସନ୍ତୁ ଜାଣିବା ସେହିଭଳି କିଛି ଖାସ କଥା ।

ଜବ କରୁଥିବା ମହିଳା ଅଫିସରେ ହେଉଥିବା ସଫଳତା ବିଷୟରେ ନିଜ ପତି ସହିତ ସେୟାର କରନ୍ତି ନାହିଁ । ସେମାନଙ୍କୁ ସର୍ବଦା ଏହି ଡର ରହିଥାଏଯେ ଜଣେ ଅନ୍ୟ ଜଣକ ଠାରୁ ସଫଳ ହେଲେ ଯେପରି କୌଣସି ମନମାଳୀନ ନ ଆସେ । ସେମାନେ ଚାହାଁନ୍ତି ନାହିଁ ଯେ ତାଙ୍କ ପତି କେବେ ମଧ୍ୟ ତାଙ୍କ ଠାରୁ ନିଜକୁ କମ ବୋଲି ଅନୁଭବ କରନ୍ତୁ ।

ମହିଳା ନିଜ ଯୌନ ସମ୍ବଦ୍ଧୀୟ ଜୀବନ ବିଷୟରେ ନିଜ ପତିକୁ କହିବା ପୁର୍ବରୁ କୌଣସି ବନ୍ଧୁ ବା ଥେରାପିଷ୍ଟକୁ କହିବାକୁ ପସନ୍ଦ କରନ୍ତି ।

କେବେ କେବେ ପତ୍ନୀ ମାନଙ୍କର ଭିନ୍ନ ବ୍ୟାଙ୍କ ଆକାଉଂଟ ଥାଏ ଯାହା ବିଷୟରେ ତାଙ୍କ ପତି ଜାଣିନଥାନ୍ତି । କାରଣ ଏହା ହୋଇପାରେଯ ସେମାନେ ଭାବନ୍ତି ଖରାପ ସମୟରେ ସେହି ସେଭିଂସ ତାଙ୍କ କାମରେ ଆସିବ ।

ଦାୟୀତ୍ୱବାନ ପତି ସମୟ ସମୟରେ ସେମାନଙ୍କ ସ୍ୱାସ୍ଥ୍ୟ,ଖର୍ଚ୍ଚ ଓ ଆବଶ୍ୟକତା ବିଷୟରେ ପଚାରିବା ଉଚିତ । କିନ୍ତୁ ଏଭଳି କରନ୍ତୁନି ଯେପରି ସେ ଭାବନ୍ତିଯେ ତାଙ୍କୁ ସନ୍ଦେହ କରାଯାଉଛି । କିନ୍ତୁ ଏଭଳି ହେଉ ଯେପରି ସେ ଭାବନ୍ତୁଯେ ଆପଣ ତାଙ୍କ ଚିନ୍ତା କରୁଛନ୍ତି ।

ଶରୀର ଖରାପ ରହିଲେ ମଧ୍ୟ ସେମାନେ ପ୍ରାୟ ସମୟରେ ପତିଙ୍କୁ ଲୁଚାଇଥାନ୍ତି । କାରଣ ସେ ଚାହାଁନ୍ତିନିଯେ ତାଙ୍କ ପତି ଚିନ୍ତିତ ହୁଅନ୍ତୁ । କିନ୍ତୁ ଯଦି ସାମାନ୍ୟ କଥା ହୋଇଥାଏ ତେବେ ସେମାନେ କହିଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More