Only for Entertainment

ମହିଳା ମାନଙ୍କୁ ଅଧିକ ଦାଢି ଥିବା ପୁରୁଷ ପସନ୍ଦ ।

india.com
38

ଦାଢି ଥିବା ପୁରୁଷ ମହିଳାଙ୍କୁ ଅଧିକ ପସନ୍ଦ । ଜର୍ନଲ ଅଫ ଇଭୋଲ୍ୟୁସନାରୀ ବାୟୋଲୋଜିର ଷ୍ଟଡି ଅନୁସାରେ ଏହି କଥା ସାମ୍ନାକୁ ଆସିଛି ।ଏହି ଷ୍ଟଡିରେ ୮୫୦୦ ମହିଳାଙ୍କୁ ଦାଢି ବା ବିନା ଦାଢି ଥିବା ପୁରୁଷଙ୍କ ରେଟିଂ ପାଇଁ କୁହାଯାଇଥିଲା । ଏଥିରେ କେତେକ ପୁରୁଷଙ୍କ ଫଟୋ ସେଭିଂର ୫ ଦିନ ପୂର୍ବର ଥିଲା । କିଛି ପୁରୁଷଙ୍କର ୧୦ ଦିନ ପରର ଏବଂ କିଛି ପୁରୁଷଙ୍କର ସେଭିଂର ୪ ସପ୍ତାହ ପରର ।ଏହାର ଫଳାଫଳା ଆଶ୍ଚର୍ଯ୍ୟ କରିଦେବା ଭଳି ଥିଲା । ଯେତେବେଳେ ମହିଳାଙ୍କୁ ବଏଫ୍ରେଣ୍ଡ ଚୟନ କରିବାକୁ କୁହାଗଲା ସମସ୍ତେ ଦାଢି ଥିବା ପୁରୁଷଙ୍କୁ ପ୍ରାଥମିକତା ଦେଲେ ।

ଅଧିକାଂଶ ମହିଳା ସେଭିଂର ୧୦ ଦିନ ପରର ଫଟୋ ପସନ୍ଦ କଲେ । ଏହାପରେ ଫୁଲ ବିୟର୍ଡ଼କୁ ମହିଳାମାନେ ପ୍ରାଥମିକତା ଦେଲେ । ଷ୍ଟଡିରେ କୁହାଯାଇଛିଯେ ପୁରୁଷଙ୍କ ଭଲ ଜ ଲାଇନ ମଧ୍ୟ ମହିଳାଙ୍କୁ ଆକର୍ଷିତ କରିଥାଏ । ଅନ୍ୟ ଏକ ଷ୍ଟଡିରେ କୁହାଯାଇଛିଯେ ଲମ୍ବା ସମୟର ସଂପର୍କ ପାଇଁ ମହିଳାମାନେ ଅଧିକ ଦାଢି ଥିବା ପୁରୁଷଙ୍କୁ ପସନ୍ଦ କରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More