Only for Entertainment

ଝିଅକୁ ଛାତିରେ ଲଗାଇ ଯାହା ଲେଖିଲେ ସନି ଲିଓନ,ପ୍ରତ୍ୟେକ ମା ବାପା ପଢିବା ଉଚିତ ।

aajtak
0 41

ବଲିଉଡ ଅଭିନେତ୍ରୀ ସନି ଲିଓନ କିଛି ସମୟ ପୂର୍ବରୁ ଇଂଷ୍ଟାଗ୍ରାମରେ ଝିଅ ନିଶା କୌର ବେବରଙ୍କ ସହିତ ଏକ ଫଟୋ ସେୟାର କରିଛନ୍ତି । ଏହା ସହିତ ଝିଅ ପାଇଁ ସେ ଏକ ଭାବୁକ ପୋଷ୍ଟ ମଧ୍ୟ ଲେଖିଛନ୍ତି ।

ସନି ତାଙ୍କ ଝିଅଙ୍କୁ ନିଜ ଜ୍ୟାକେଟରେ ଲୁଚାଇ ଏକ ଫଟୋ ସେୟାର କରିଛନ୍ତି । ସେ ଲେଖିଛନ୍ତିଯେ, ‘ ମୁଁ ପ୍ରତିଜ୍ଞା କରୁଛି ମୋ ହୃଦୟ, ଆତ୍ମା ଏବଂ ଶରୀର ସମସ୍ତେ ତୁମର ରକ୍ଷା କରିବେ । ଏହାର ଅର୍ଥ ଏ ଦୁନିଆର ସମସ୍ତ ଖରାପ ଜିନିଷରୁ ତୁମକୁ ରକ୍ଷା କରିବା ପାଇଁ ମୁଁ ମୋ ଜୀବନ ଦେଇଦେବି । ଖରାପ ସୈତାନ ଲୋକଙ୍କ ବିରୁଦ୍ଧରେ ଦୁନିଆର ପ୍ରତ୍ୟେକ ଛୁଆଙ୍କୁ ସୁରକ୍ଷିତ ମନେ କରିବା ଉଚିତ । ଆସନ୍ତୁ ଆମ ପିଲାଙ୍କୁ କିଛି ସମୟ ପାଇଁ ଆଉ ଟିକେ ପାଖକୁ ନେବା ,କାରଣ ସେ ପ୍ରତ୍ୟେକ ସମୟରେ ସୁରକ୍ଷିତ ରହିବେ ।

ସନିଙ୍କ ଏହି ପୋଷ୍ଟ କାଠୁଆର ୮ ବର୍ଷର ଛୋଟ ପିଲାଟିର ଗ୍ୟାଙ୍ଗରେପ ଘଟଣାରେ ଆଘାତ ହୋଇ ଲେଖାଯାଇଥିବା ଭଳି ମନେ ହେଉଛି । ଯଦିଓ ଏହା କୁହାଯାଇ ନପାରେ ତଥାପି ଏହା ବାପା ମାଙ୍କୁ ଇସାରା କରି ଲେଖାଯାଇଥିବା ଭଳି ଅନୁଭବ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More