Only for Entertainment

ଆପଣ ମଧ୍ୟ ନିକୋଟିନ ଏଡିକ୍ଟେଡ,ଚିନ୍ତା କରନ୍ତୁ ନାହିଁ ।ଏଥିରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି ୬ଟି ଉପାୟ ।

hindustan
0 41

ସ୍ମୋକିଂ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏହା କେତେକ ରୋଗର କାରଣ ମଧ୍ୟ ହୋଇଥାଏ । କିଛି ଲୋକ ଚାହିଁଲେ ମଧ୍ୟ ଏହି ଅଭ୍ୟାସକୁ ଛାଡ଼ି ପାରନ୍ତି ନାହିଁ । କିନ୍ତୁ ଏହାକୁ ଛାଡ଼ିବା ପାଇଁ ହେଲେ ନିଜ ରୋଟିନରେ କିଛି ପରିବର୍ତ୍ତନ ଆଣିବାକୁ ପଡ଼ିବ । ତେବେ ଚାଲନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

୧.ପ୍ରଥମେ ନିଜ ହାତକୁ ବିଜି ରଖନ୍ତୁ । ପେନ ସାହାଯ୍ୟରେ ହେଉ କିମ୍ବା ଭିଡିଓ ଗେମ ।

୨. ନିଜକୁ କାମରେ ବ୍ୟସ୍ତ ରଖନ୍ତୁ । ଏହା ଦ୍ୱାରା ଆପଣଙ୍କ ମାଇଣ୍ଡ ସ୍ମୋକିଂରୁ ନିବୃତ୍ତ ରହିବ ।

୩. ହଠାତ କୌଣସି ପ୍ଲାନ କରନ୍ତୁ । ଏହା ଦ୍ୱାରା କନଫିଡେଂଟ ସ୍ତର ବଢିବ । ମୋଟିଭେଟ ମଧ୍ୟ ହେବେ ।

୪. ଏକ୍ସରସାଇଜ କରନ୍ତୁ । ଏହା ଦ୍ୱାରା ଉଭୟ ଫିଜିକଲ ଏବଂ ସାଇକୋଲେଜିକଲ ପରିବର୍ତ୍ତନ ଆସିବ । ନିକୋଟିନ ଆଡିକ୍ସନରୁ ମୁକ୍ତି ମିଳିବ ।

୫. ରୋଟିନରେ ପରିବର୍ତ୍ତନ ଆଣନ୍ତୁ । କିଛି ନୂଆ ଓ ଇଂଟ୍ରେଷ୍ଟିଙ୍ଗ ଅଭ୍ୟାସକୁ ଆପଣାନ୍ତୁ । ମାଇଣ୍ଡ ଫ୍ରେଶ ରଖନ୍ତୁ ।

୬. କ୍ୟାଫିନ ଠାରୁ ଦୁରେଇ ରୁହନ୍ତୁ । ଏହା ପରିବର୍ତ୍ତେ ଜଳ ପିଅନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More