Only for Entertainment

ଏହି ହଲିଉଡ ଷ୍ଟାର ଦାନ କଲେ ୭୦୦ କୋଟି ଟଙ୍କା ।

aajtak
29

ଓସ୍କାର ଆୱାର୍ଡ଼ି ହଲିଉଡ ଅଭିନେତା ଲିୟୋନାର୍ଡ଼ୋ ଡିକେପ୍ରିୟୋ ନିଜ ଫାଉଣ୍ଡେସନ ଜରିଆରେ ପ୍ରାୟ ୭୦୦ କୋଟି ଦାନ କରିଛନ୍ତି । ଏହି ଟଙ୍କାକୁ ସେ ଜଳବାୟୁ ପରିବର୍ତ୍ତନରେ ଆସୁଥିବା ସମସ୍ୟାରେ ଖର୍ଚ୍ଚ କରିବେ । ତେବେ ଏହାକୁ ଦାନ କରି ଖୁବ ଖୁସି ଅନୁଭବ କରୁଥିବା କହିଛନ୍ତି ଲିୟୋନାର୍ଡ଼ୋ ।

ମହାନ ଅଭିନେତାଙ୍କ ମଧ୍ୟରେ ଗଣା ହେଉଥିବା ଲିୟୋନାର୍ଡ଼ୋ ଲମ୍ବା ସମୟ ଧରି ଜଳବାୟୁ ଉପରେ ନିଜର ବାର୍ତ୍ତା ଦେଉଛନ୍ତି । ଏହି ଦିଗରେ କାମ କରିବା ପାଇଁ ସେ ଖୁବ ଇଛୁକ । ତାଙ୍କ ଫାଉଣ୍ଡେସନ ଲିୟୋନାର୍ଡ଼ୋ ଡିକେପ୍ରିୟୋକୁ ୨୦ ବର୍ଷ ପୂରିଯାଇଛି । କହିରଖୁଛୁଯେ ଲିୟୋନାର୍ଡ଼ୋ ଇସେପସନ,ଟାଇଟନିକ ଏବଂ ଦ ରିବେନେଂଟ ଭଳି ଫିଲ୍ମରେ କାମ କରି ସାରିଛନ୍ତି । ତେବେ କେବଳ ବିଦେଶରେ ନୁହଁନ୍ତି ବରଂ ଭାରତରେ ମଧ୍ୟ ସେ ଖୁବ ଲୋକପ୍ରିୟ ।

ତେବେ ୨୦ ବର୍ଷ ପୂର୍ବରୁ ଯେତେବେଳେ ସେ ଏହା ଆରମ୍ଭ କରିଥିଲେ ଏକ ସାଧାରଣ ଚିନ୍ତା ମଧ୍ୟରେ ସୀମିତ ଥିଲା । କିନ୍ତୁ ବର୍ତ୍ତବାନ ସେ ସବୁରେ ବିଭିନ୍ନ ପରିବର୍ତ୍ତନ ଘଟିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More