Only for Entertainment

ସ୍ୱାମୀଙ୍କ ଜୀବନରେ ଥିବା ସମସ୍ୟା ଦୂର କରିବା ପାଇଁ ମହିଳାମାନେ କରନ୍ତୁ ଏହି ଗୋଟିଏ କାମ

Roshni Sheffield
45

ଅନେକ ବର୍ଷରୁ ଭାରତୀୟ ଘରମାନଙ୍କରେ ଦୀପ ଜାଳିବାର ପରମ୍ପରା ରହିଛି । ଭାରତୀୟ ପରମ୍ପରା ଅନୁସାରେ ଇଶ୍ୱର ଆମ ସାମ୍ନାରେ ପ୍ରକାଶ ରୂପରେ ଥାନ୍ତି ସେଥିପାଇଁ କୌଣସି ଶୁଭକାମ କରିବା ପୂର୍ବରୁ ଦୀପ ଜଳାଯାଇଥାଏ । ଆଗକୁ ଆଲୋକର ପର୍ବ ଦୀପାବଳୀ ଆସିବାକୁ ଯାଉଛି । ଆଜିକାଲି ଅନେକ ଲୋକେ ଦୀପ ବଦଳରେ ଆର୍ଟିଫିସିଆଲ ଲାଇଟସ ଲଗାଇବା ପାଇଁ ପସନ୍ଦ କରିଥାନ୍ତି । କିନ୍ତୁ ଅନେକ ଜାଣିନଥିବେ ଯେ ଦୀପ ଦ୍ୱାରା ଆପଣ ଘରେ ଥିବା ଅନେକ ବାସ୍ତୁ ଦୋଷ ଦୂର କରିପାରିବେ ।

ଦୁର୍ଭାଗ୍ୟ ଦୂର କରିଥାଏ ଦୀପ-
ଯଦି ଲମ୍ବା ସମୟ ଧରି ଦୁର୍ଭାଗ୍ୟରେ ଆପଣ ପଡିଛନ୍ତି ତେବେ ଦୀପାବଳୀର ଗୋଟିଏ ଦିନ ପୂର୍ବର ସନ୍ଧ୍ୟାରେ ସୋରିଷ ସତେଲର ଦୀପ ଜଳାନ୍ତୁ । ଏହା ସହିତ ଏହି ଦିନ ଅଟା ଏବଂ ଗୁଡରେ ତିଆରି ଗୁଲୁଗୁଲା ପ୍ରସ୍ତୁତ କରି ଗରିବ ଛୁଆଙ୍କୁ ଖାଇବା ପାଇଁ ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣ ଦୁର୍ଭାଗ୍ୟ ଦୂର ହୋଇଯିବ ।

ସମସ୍ୟାର ବଂଚାଇଥାଏ ଦୀପକ-
ଯଦି ଘରର ସ୍ତ୍ରୀ ଲୋକ ସୁଦ୍ଧ ସୋରିଷ ତେଲରେ ଲବଙ୍ଗ ପକାଇ ହନୁମାନଙ୍କ ଆରତୀ କରନ୍ତୁ । ଏପରି କରିବା ଦ୍ୱାରା ସ୍ୱାମୀଙ୍କ ଜୀବନରେ ଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ ।

ଶନିଦେବଙ୍କ କୃପା-
ଦୀପାବଳୀର ଗୋଟିଏ ଦିନ ପୂର୍ବରୁ ସୋରିଷ ତେଲରେ ନିଜର ଚେହେରା ଦେଖି ତାହାକୁ ନେଇ ଶନି ମନ୍ଦିରରେ ରଖିନ୍ତୁ । ଏପରି କରିବା ଦ୍ୱାରା ଦୀପାବଳୀରେ ମା’ ଲକ୍ଷ୍ମୀଙ୍କ ସହିତଦ ସନିଦେବଙ୍କ କୃପା ଆପଣଙ୍କ ଉପରେ ରହିବ ।

ରୋଗରୁ ମୁକ୍ତି ଦେଇଥାଏ-
ଯଦି ଆପଣଙ୍କ ଘରେ କେହି ବାରମ୍ବାର ରୋଗରେ ପଡୁଛନ୍ତି ତେବେ ୪୧ ଦିନ ପର୍ଯ୍ୟନ୍ତୁ ଅଶ୍ୱଥ ଗଛ ତଳେ ତେଲର ଦୀପ ଜଳାନ୍ତୁ । ଏପରି କରିବା ଦ୍ୱାରା ବ୍ୟକ୍ତି ରୋଗ ମୁକ୍ତ ରହିବା ସହିତ ମନୋସ୍କାମନା ମଧ୍ୟ ପୂରା ହୋଇଥାଏ । ô

ନିଜର ଘର-
ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ନିଜର ଘର ଖୁବ ଶୀଘ୍ର ନିର୍ମାଣ ହେଉ ତେବେ ରାଶି ତେଳରେ ଅଳ୍ପ ସୋରିଷ ତେଲ ମିଶାଇ ଘରର ମନ୍ଦିରରେ ପ୍ରତିଦିନ ଜାଳନ୍ତୁ । ଲଗାତାର ୪୦ ଦିନ ଏପରି କରିବା ଦ୍ୱାରା ଆପଣଙ୍କ ଘର କିଣିବାର ମନୋସ୍କାମନା ଖୁବ ଶାଘ୍ର ପୂରା ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More